India Sends Relief Materials To Quake-Hit Myanmar,
ଆରମ୍ଭ ହେଲା ଅପରେସନ୍‌ ‘ବ୍ରହ୍ମା’ । ବାୟୁସେନା ବିମାନ ଯୋଗେ ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ ।
ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଦୁଃଖ ପ୍ରକାଶ କରି ଭାରତ ତରଫରୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
 
ଉଦ୍ଧାର କାର୍ଯ୍ୟ ପାଇଁ ଭାରତରୁ ୮୦ ଜଣିଆ NDRF ଟିମ୍‌ ମିଆଁମାର ଯାଇଥିବା ସୂଚନା ମିଳିଛି
 
ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୦୦୨ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି ଏବଂ ୧୬୭୦ ଜଣ ଆହତ ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *