ସିଏମ୍‌ଓରୁ ହଟିଛନ୍ତି ଆଇଏଏସ୍‌ ରୁପାରୋଶନ ସାହୁ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କୁ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି । ପୂର୍ବରୁ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ ଏବେ କମିଶନର ଭାବେ ଦାୟିତ୍ଵ ତୁଲାଇବେ ।

Leave a Reply

Your email address will not be published. Required fields are marked *