କେନ୍ଦ୍ର ଡେପୁଟେସନରେ ଥିଲେ IAS ମନୋଜ ଆହୁଜା। ଏବେ ସେ ଓଡ଼ିଶା ଫେରିବେ। କେନ୍ଦ୍ର କୃଷି ବିଭାଗରେ ଥିଲେ ମନୋଜ ଆହୁଜା। ରାଜ୍ୟ ସରକାରଙ୍କ ଅନୁରୋଧକୁ ମଞ୍ଜୁର କରିଛି କେନ୍ଦ୍ର। ବରିଷ୍ଠ IAS ମନୋଜ ଆହୁଜା ୧୯୯୦ ବ୍ୟାଚ୍ର। Post navigation ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା ଓଡ଼ିଶା କ୍ୟାଡର IFS ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ