ଓଡିଶା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ାରେ ମୁହାମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷାବାହୀନି । ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା ସୀମାରେ ହୋଇଛି ଏନ୍‌କାଉଣ୍ଟର । ଉଭୟ ପକ୍ଷରୁ ଦିର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ଚାଲିଥିବା ବେଳେ ଶେଷରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨୮ ମାଓବାଦୀ ନିପାତ ହୋଇଛନ୍ତି। ଏହା ସହ ସମସ୍ତ ସୁରକ୍ଷା କର୍ମୀ ସୁରକ୍ଷିତ ଥିବା ଦନ୍ତେୱାଡ଼ା ଏସ୍‌ପିଙ୍କ ସୂଚନା । ସେ କହିଛନ୍ତି ନିହତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି  । ଏହା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *