ଯାଜପୁର ଧର୍ମଶାଳା ଜାରକା ବଜାରରେ ଆୟକର ବିଭାଗର ଚଢ଼ାଉ । ୨ ଠିକାଦାରଙ୍କ ଘରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ କରିଥିବା ସୂଚନା । ଟିକସ ଫାଙ୍କି ଅଭିଯୋଗରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ ହୋଇଛି । ଜାରକା ବଜାରରେ ଥିବା ଠିକାଦାର ଅଫିସରେ ରେଡ କରୁଛି ଆଇଟି । ପ୍ରାୟ ଦେଢ ଘଂଟା ହେଲା ଛାନଭିନ କରୁଛନ୍ତି ଆୟକର ବିଭାଗରର ଅଧିକାରୀ ।

Leave a Reply

Your email address will not be published. Required fields are marked *