ଗ୍ରୁପ-ଏ ବର୍ଗର ସରକାରୀ କର୍ମଚାରୀ ସରକାରୀ କାମରେ ରାଜ୍ୟ ଭିତରେ ଓ ଟ୍ରେନ ବିମାନ ଯୋଗେ ଯାତ୍ରା କରିପାରିବେ। ଏ ନେଇ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ୍-ଏ ବର୍ଗର (ଲେଭେଲ-୧୨ ଓ ତଦୁର୍ଦ୍ଧ) କର୍ମଚାରୀ ରାଜ୍ୟ ରାଜ୍ୟ ମଧ୍ୟରେ ବିମାନରେ ଯାତ୍ରା କରିବାକୁ ସରକାର ଅନୁମତି ଦେଇଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ଏହା କାର୍ଯ୍ୟକାରୀ ହେବ।

 

Leave a Reply

Your email address will not be published. Required fields are marked *