ଜଗତସିଂହପୁର ପୋଲିସ ଉପସ୍ଥିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ରାସ୍ତାରେ ପୁଲିସର ପିସିଆର ସାମ୍ନାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଛି । ଏ ବାବଦରେ ସଦର ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି । Post navigation Cabinet approves construction of new Coastal Highway from Rameshwar to Paradeep Mayurbhanj BDO Suspended: ଏସ୍ଆଇଆର୍ କାମରେ ଅବହେଳା ପାଇଁ ବିଡିଓ ବନଜା ଦାସଙ୍କୁ ନିଲମ୍ବନ