ତାଜା ଖବର ରାଜ୍ୟ Gang Attack in Jagtsinghpur: ଜଗତସିଂହପୁରରେ ପୋଲିସ ଉପସ୍ଥିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ June 3, 2026 Papirani ଜଗତସିଂହପୁର ପୋଲିସ ଉପସ୍ଥିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ରାସ୍ତାରେ ପୁଲିସର ପିସିଆର ସାମ୍ନାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଛି । ଏ ବାବଦରେ ସଦର ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ…