ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୭୨ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।୩୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ରହିଛନ୍ତି। ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ରାଜନାଥ ସିଂ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ଓଡିଶା ଦାୟିତ୍ୱ ଦିଆଯାଇଛି । ରାଜନାଥ ସିଂ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

 

କ୍ୟାବିନେଟ ମନ୍ତ୍ରୀ ୧- ରାଜନାଥ ସିଂହ(ବିଜେପି)

୨- ଅମିତ ଶାହ(ବିଜେପି)

୩- ନୀତୀନ ଗଡ଼କରୀ(ବିଜେପି)

୪- ଜେପି ନଡ୍ଡା (ବିଜେପି)

୫- ଶିବରାଜ ସିଂହ ଚୌହାନ(ବିଜେପି)

୬- ନିର୍ମଳା ସୀତାରମଣ(ବିଜେପି)

୭- ଏସ ଜୟଶଙ୍କର(ବିଜେପି)

୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)

୯- ମନୋହର ଲାଲ ଖଟ୍ଟର (ବିଜେପି)

୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍‌)

୧୧- ପୀୟୂଷ ଗୋଏଲ(ବିଜେପି)

୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)

୧୩- ଲଲନ ସିଂହ (ଜେଡିୟୁ)

୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)

୧୫- ବୀରେନ୍ଦ୍ର କୁମାର(ବିଜେପି)

୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି)

୧୭- ପ୍ରହ୍ଲାଦ ଯୋଶୀ(ବିଜେପି)

୧୮- ଜୁଏଲ ଓରାମ(ବିଜେପି)

୧୯- ଗିରିରାଜ ସିଂହ(ବିଜେପି)

୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)

୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି)

୨୨- ଭୂପେନ୍ଦ୍ର ଯାଦବ(ବିଜେପି)

୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)

୨୪- ଅନପୂର୍ଣ୍ଣା ଦେବୀ(ବିଜେପି)

୨୫- କିରଣ ରିଜିଜୁ(ବିଜେପି)

୨୬- ହରଦୀପ ସିଂହ ପୁରୀ(ବିଜେପି)

୨୭- ମନସୁଖ ମାଣ୍ଡଭୀୟ(ବିଜେପି)

୨୮- ଜି କିଶନ ରେଡ୍ଡୀ(ବିଜେପି)

୨୯- ଚିରାର ପାଶୱାନ(ରାମ ବିଲାଶ)

୩୦- ସିଆର ପାଟିଲ(ବିଜେପି) ଭାବେ ଶପଥ ନେଇଛନ୍ତି।

୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ୧- ରାଓ ଇନ୍ଦରଜିତ(ବିଜେପି)

୨-ଜିତେନ୍ଦ୍ର ସିଂହ (ବିଜେପି)

୩- ଅର୍ଜୁନ ରାମ ମେଘୱାଲ(ବିଜେପି)

୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)

୫- ଜୟନ୍ତ ଚୌଧୁରୀ(ଆରଏଲଡି)

ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା ୧- ଜିତିନ ପ୍ରସାଦ(ବିଜେପି)

୨- ଶ୍ରୀପଦ ନାଏକ(ବିଜେପି)

୩- ପଙ୍କଜ ଚୌଧୁରୀ(ବିଜେପି)

୪- କ୍ରିଷ୍ଣ ପଲ ଗୁରଜାର (ବିଜେପି)

୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)

୬- ନିତ୍ୟାନନ୍ଦ ରାଏ(ବିଜେପି)

୭- ଅନୁପ୍ରିୟା ପଟେଲ(ଆପନା ଦଳ)

୮- ଭି ସୋମନ୍ନା(ବିଜେପି)

୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)

୧୦- ଏସ୍‌ପି ସିଂହ ବଘେଲ(ବିଜେପି)

୧୧- ଶୋଭା କରନ୍ଦାଲାଜେ(ବିଜେପି)

୧୨- ବିଏଲ ବର୍ମା(ବିଜେପି)

୧୩- ଶାନ୍ତନୁ ଠାକୁର(ବିଜେପି)

୧୪-ସୁରେଶ ଗୋପି(ବିଜେପି)

୧୫- ଏଲ ମୁରଗାନ(ବିଜେପି)

୧୬- ଅଜୟ ଟାମଟା(ବିଜେପି)

୧୭- ବନ୍ଦି ସଞ୍ଜୟ କୁମାର(ବିଜେପି)

୧୮-କମଲେଶ ପାଶ୍ୱାନ(ବିଜେପି)

୧୯- ଭାଗୀରଥ ଚୌଧୁରୀ (ବିଜେପି)

୨୦- ସତୀଶ ଦୁବେ (ବିଜେପି)

୨୧- ସଞ୍ଜୟ ସେଠ(ବିଜେପି)

୨୨-ରବନୀତ ସିଂହ ବିଟ୍ଟୁ(ବିଜେପି)

୨୩- ଦୁର୍ଗାଦାସ ଉଇକି(ବିଜେପି)

୨୪- ରକ୍ଷା ଖଡସେ(ବିଜେପି)

୨୫- ଶୁକାନ୍ତ ମଜମୁଦର(ବିଜେପି)

୨୬- ସାବିତ୍ରୀ ଠାକୁର(ବିଜେପି)

୨୭- ତୋଖନ ସାହୁ(ବିଜେପି)

୨୮- ରାଜଭୂଷଣ ଚୌଧୁରୀ (ବିଜେପି)

୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି)

୩୦- ହର୍ଷ ମାଲହୋତ୍ରା(ବିଜେପି)

୩୧- ନିମୁବେନ ବାମଭାଣିୟା (ବିଜେପି)

୩୨- ମରୁଲୀଧର ମୋହର(ବିଜେପି)

୩୩- ଜର୍ଜ କୁରିୟନ(ବିଜେପି)

୩୪- ପବିତ୍ର ମାର୍ଗେରିଟା

୩୫ – ରାମନାଥ ଠାକୁର

୩୬ – କୀର୍ତ୍ତି ବର୍ଦ୍ଧନ ସିଂ

By SonaliP

Leave a Reply

Your email address will not be published. Required fields are marked *