FM College HOD arrested over-students-self-immolation-bid-
ଭୁବନେଶ୍ୱର ଏମ୍ସରେ ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ଆତ୍ମହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀଙ୍କ ଚିକିତ୍ସା । ଛାତ୍ରୀଙ୍କ କିଡନୀ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଡାଏଲିସିସ୍ କରାଯାଉଛି । ପୀତିଡାଙ୍କ ଚିକିତ୍ସା ପାଇଁ ୮ ଜଣିଆ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି ।
 
ସୂଚନା ଅନୁଯାୟୀ, ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ମତାମତ କ୍ରମେ ଚିକିତ୍ସା ଚାଲିଛି ।
 
ଆବଶ୍ୟକ ହେଲେ ଏୟାରଲିଫ୍ଟ କରିବା ପାଇଁ ପ୍ରସ୍ତୁତି କରାଯିବ ବୋଲି ସୂଚନା ମିଳିଛି । ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି । 
 

By Nirvay

Leave a Reply

Your email address will not be published. Required fields are marked *