ରଥ ଉପରକୁ ମୋବାଇଲ୍‌ ନେଇଥିବା ୭ ସେବାୟତଙ୍କ ନାଁରେ ଏଫ୍ଆଇଆର୍ । ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ ଏଫ୍ଆଇଆର୍ ହୋଇଥିବା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ସେ କହିଛନ୍ତି ରଥଯାତ୍ରା ପୂର୍ବରୁ ଏହି କଟକଣା ଜାରି ହୋଇଥିଲା। ତଥାପି କିଛି ସେବାୟତ କଟକଣ ନମାନି ରଥ ଉପରକୁ ମେବାଇଲ ନେଇଥିବା ନଜରକୁ ଆସିଥିଲା।। ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍‌ ନେଇଥିଲେ । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave a Reply

Your email address will not be published. Required fields are marked *