ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପୁନଃ ଚକ୍ଷୁ ଅସ୍ତ୍ରୋପଚାର ହୋଇଛି। ବୈଜୟନ୍ତ ପଣ୍ଡାଙ୍କ ବାମ ଆଖିର ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି। ଦୁଇ ମାସ ପୂର୍ବେ ଆଖିରେ ଗଭୀର ଆଘାତ ଲାଗିଥିଲା ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ଆଜିର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି । Post navigation କେରଳର ସହ ପ୍ରଭାରୀ ଭାବେ ନିଯୁକ୍ତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୁସୁମା କଟେଜ୍ ହେଉଛି କ୍ରୀଡ଼ା ବିଭାଗର: ଉପାଧ୍ୟକ୍ଷ ସନ୍ତୋଷ ମଲିକ