ଆଜି ଦ୍ଵିତୀୟ ଦିନ ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ବିଦ୍ୟୁତକରଣ ହୋଇନଥିବା ଘରକୁ ସେପ୍ଟେମ୍ବର ସୁଦ୍ଧା ପହଞ୍ଚିବ ବିଜୁଳି । ସବୁ ଘରକୁ ବିଜୁଳି ଯୋଗାଇଦେବା ପାଇଁ ଡିସ୍‌କମ୍‌କୁ ୪୧୫ କୋଟି ଦେଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *