ବିଜେଡି ସରକାର ୫ଟି ସ୍କୁଲ ନାଁରେ ପ୍ରହସନ କରିଛି। ୫ଟିରେ ସ୍ମାର୍ଟ ସ୍କୁଲ, ସ୍ମାର୍ଟ କ୍ଳାସ, ସ୍ମାର୍ଟ ଲାବ୍ରେରୀ ନାଁରେ ଅନେକ ଦୁର୍ନୀତି ହେରିଥିବା ଅଭିଯୋଗ ଆସିଛି। ଏସବୁ ମଧ୍ୟରେ ଏବେ ୫ଟି ସ୍କୁଲର ବିଜୁଳି ବିଲ ପେମେଣ୍ଟ ହୋଇନି ବୋଲି ବିଧାନସଭାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଏ ନେଇ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳ ପ୍ରଶ୍ନ କରିଥିବା ବେଳେ ଶ୍ରୀ ସିଂହଦେଓ ଉତ୍ତର ରଖିଛନ୍ତି। ୫ଟି ସ୍କୁଲ ବିଜୁଳି ବିଲ୍ ପେମେଣ୍ଟ ହୋଇନି, ହେଲେ ସ୍କୁଲ ପରିଣାମ ଭୋଗୁଛି ବୋଲି କହିଛନ୍ତି। ପଞ୍ଚାୟତକୁ ବକେୟା ବିଲ୍ ପୈଠ କରିବାକୁ ୧୦୫ କୋଟି ଟଙ୍କା ଦିଆଯାଇଛି। ୫ଟି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାମାନେ ପରିଣାମ ଭୋଗୁଛନ୍ତି।

Leave a Reply

Your email address will not be published. Required fields are marked *