ମହାପ୍ରଭୁଙ୍କ ପତିତପାବନ ବାନା ଧରି ଶ୍ରୀମନ୍ଦିର ଉପରେ ଉଡ଼ିଲା ଚିଲ । ଚିଲ ବାନା ଧରି ଉଡ଼ିଯାଉଥିବା ଦୃଶ୍ୟ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା । ଶ୍ରୀମନ୍ଦିର ଠାରେ ରବିବାର ସକାଳୁ ଦେଖିବାକୁ ମିଳିଛି ଏଭଳି ଅପୂର୍ବ ଦୃଶ୍ୟ। ଅନ୍ୟପଟେ ଏହି ଘଟଣାର ସତ୍ୟତା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । Post navigation ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ଅପରାଜିତା ଷଡ଼ଙ୍ଗୀ; ଟାର୍ଗେଟ କଲେ ଭୁବନେଶ୍ବର ମେୟର ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ