ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି କରାଯାଉଛି । ଦଇତାପତି ସେବକଙ୍କ ଉପସ୍ଥିତିରେ ଏହି ଗଣତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଦାନ ଟଙ୍କା ଗଣତି କରୁଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଦାନବାକ୍ସରେ ପଡିଥିବା ଟଙ୍କା ଗଣତି ହେଉଛି। ଏହି ଟଙ୍କାରେ ଦଇତା ନିଯୋଗର ଅଂଶ ରହିଥିବାରୁ ବରିଷ୍ଠ ଦଇତା ସେବକ ବିନାୟକ ଦାସ ମହାପାତ୍ରଙ୍କ ଉପସ୍ଥିତିରେ ଗଣତି କରାଯାଇଛି। ଏହି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଡିପୋଜିଟ ହେବ। ଏହାପରେ ଦଇତା ନିଯୋଗୀଙ୍କୁ ତାଙ୍କ ଅଂଶ ଆସିବ ବୋଲି ବରିଷ୍ଠ ଦଇତା ସେବକ କହିଛନ୍ତି। Post navigation ନବୀନ ନିବାସରେ ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର