ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇ ଫେରିବା ପରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ଼ଭାଇ ପ୍ରେମ ପଟ୍ଟନାୟକ । ତେବେ ଆଜି ନବୀନ ନିବାସରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ବଡ଼ଭାଇ ପ୍ରେମ ପଟ୍ଟନାୟକ ଆଲୋଚନା କରିଥିବା ସୂଚନା ମିଳିଛି । ଏହି ଆଲୋଚନା ସମୟରେ ବରିଷ୍ଠ ଡାକ୍ତରଙ୍କ ସମେତ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ । Post navigation ଆସନ୍ତାକାଲି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ ପ୍ରକାଶ ପାଇଲା ୨୦୨୩ OCS ଲିଖିତ ପରୀକ୍ଷା ଫଳ