DGCA issues advisory to airlines on passenger's safety
ପହଲଗାମ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ଭଳି ଅନେକ ବଡ଼ ପଦକ୍ଷେପ ନେବା ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଛି ।
 
ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ବିଭିନ୍ନ ଏୟାରଲାଇନ୍ସକୁ ଡିଜିସିଏ ୫ଟି ପ୍ରମୁଖ ପରାମର୍ଶ ଦେଇଛି । ବିଶେଷକରି ଦିଲ୍ଲୀ, ଅମୃତସର, ଚଣ୍ଡିଗଡ଼, ଲକ୍ଷ୍ନୌରୁ ଛାଡୁଥିବା ବିମାନକୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।
 
➡️ଅନ୍ତର୍ଜାତୀୟ ଉଡ଼ାଣ ପୂର୍ବରୁ ଯାତ୍ରୀଙ୍କ ସହ ଯୋଗାଯୋଗ ନିର୍ଦ୍ଦେଶ
 
➡️ଭିନ୍ନ ରୁଟ୍‌ରେ ଗଲେ ବି ପହଞ୍ଚିବା ପର୍ଯ୍ୟନ୍ତ ବିମାନ ଭିତରେ ହିଁ ରହିବେ
 
➡️କ୍ୟାଟରିଂ ସହ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ ନିର୍ଦ୍ଦେଶ
 
➡️ଜରୁରୀ ସ୍ୱାସ୍ଥ୍ୟ ସୁବିଧା ଓ ଗ୍ରାଉଣ୍ଡ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ
 
➡️ୟୁଏଇ, ପଶ୍ଚିମ ଏସିଆ, ୟୁରୋପ, ୟୁକେ ଯାଉଥିବା ବିମାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *