ନିଟ୍ ପେପର ଲିକ୍ ପ୍ରତିବାଦରେ CJP ଆନ୍ଦୋଳନ ଯୋଗୁଁ ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ । ଜନପଥ, ରାଜୀବ ଚୌକ, ପଟେଲ ଚୌକ ସମେତ ୧୬ ଷ୍ଟେସନରେ ମେଟ୍ରୋ ବାତିଲ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ବାତିଲ କରାଯାଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଯାତ୍ରା ପୂର୍ବରୁ ମେଟ୍ରୋ ସୂଚନା ନେବାକୁ ଅନୁରୋଧ କରାଯାଇଛି ।

 

 

Leave a Reply

Your email address will not be published. Required fields are marked *