Delhi CM Rekha Gupta meets Baijayant Panda

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି

ସୂଚନା ଯୋଗ୍ୟ ଯେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଜୟରେ ଜୟ ପଣ୍ଡା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଯାହାଙ୍କୁ ନିର୍ବାଚନକୁ ଆଉ ମାତ୍ର ୩ ମାସ ବାକି ଥିବା ବେଳେ ଦିଲ୍ଲୀରେ ବିଜେପିର ଭାଗ୍ୟ ବଦଳାଇବାର କଠିନ ଦାୟିତ୍ୱ ଦିଆଯାଇଥିଲା ।

ପଣ୍ଡା ରେଖା ଗୁପ୍ତାଙ୍କୁ ବିପୁଳ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *