deepali das targets Tankadhar Tripathi
ଲଘୁଚାପ ପ୍ରଭାବରେ ସପ୍ତାହେ ଧରି ଲଗାଣ ବର୍ଷା ପରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
 
ଏଭଳି ସମୟରେ ଜମିରେ ପାଉଁଶ ମାଡ଼ିବାକୁ ନେଇ ବର୍ଷିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ । ‘NH-୪୯ ବାଇପାସ ନିର୍ମାଣରେ ପାଉଁଶ ବ୍ୟବହାର ହେଉଛି ଏବଂ ସେହି ପାଉଁଶ ବର୍ଷାରେ ଧୋଇ ହୋଇ ଚାଷ ଜମିରେ ମିଶୁଛି ବୋଲି ସେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଟାର୍ଗେଟ କରି କହିଛନ୍ତି ।
 
ବିଧାୟକ ହେବାପରେ ଜିଲ୍ଲାର ଚାଷୀ ଭାଇମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଧାୟକ ଭୁଲିଗଲେ ବୋଲି ଦୀପାଳି କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *