Crime branch begins investigation against V.K. Pandian
ପୂର୍ବତନ 5-T ସଚିବ ଭି.କେ. ପାଣ୍ଡିଆନଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଭି କେ ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ ରେକର୍ଡ ମାଗିଛି କ୍ରାଇମବ୍ରାଞ୍ଚ୍ ।
 
କ୍ରାଇମ୍ ବ୍ରାଞ୍ଚ ଅଭିଯୋଗଗୁଡ଼ିକ ସହିତ ଜଡିତ ଡକ୍ୟୁମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ରେକର୍ଡ ମାଗିଛି, ଆବଶ୍ୟକୀୟ ପ୍ରମାଣ ଦାଖଲ କରିବା ପରେ ହିଁ ତଦନ୍ତ ଆଗକୁ ବଢ଼ିବ ବୋଲି କହିଛି କ୍ରାଇମବ୍ରାଞ୍ଚ୍ ।
 
ପୂର୍ବ ସରକାର ସମୟରେ ପାଣ୍ଡିଆନଙ୍କ ବିରୋଧରେ ସରକାରୀ ନିୟମ ଉଲ୍ଲଂଘନର ଅଭିଯୋଗ ଆଣିଥିଲେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗକାରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ୍ ଜାରି ହୋଇଛି ।
 
 

By Nirvay

Leave a Reply

Your email address will not be published. Required fields are marked *