ଆଜି ବିଜେଡି ଛାଡ଼ିଲେ ୩୭ ନଂ ୱାର୍ଡ କର୍ପୋରେଟର। କର୍ପୋରେଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ଇସ୍ତଫା ଦେଇଛନ୍ତି। ସ୍ୱାଧୀନ ଭାବେ ଜିତିବା ପରେ ବିଜେଡିରେ ସାମିଲ ହୋଇଥିଲେ। ରାଜନୈତିକ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଲେ। ଆଜି ସେମାନେ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ।

Leave a Reply

Your email address will not be published. Required fields are marked *