ମହିଳା ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଘଟଣାରେ କନ୍ଷ୍ଟେବଲ ଗିରଫ । କଟକ ଗ୍ରାମାଞ୍ଚଳ ପୋଲିସ କାର୍ଯ୍ୟାଳୟ ନିକଟରେ ଜଣେ ମହିଳା ସଫେଇ କର୍ମୀଙ୍କୁ ବଳାତ୍କାର ଉଦ୍ୟମ ଏବଂ ଅସଦାଚରଣ କରିବା ଅଭିଯୋଗରେ ଓଡ଼ିଶା ପୋଲିସର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। Post navigation Gold Prices fall ₹6,000 in Two Days Heavy Rain Warning in Odisha: ରଜରେ ଭିଜିବ ସାରା ଓଡି଼ଶା