Tag: Police Constable

Misbehavior of Woman Sanitation Worker: କଟକରେ ମହିଳା ସଫେଇ କର୍ମଚାରୀଙ୍କୁ ଅସଦାଚରଣ; କନ୍‌ଷ୍ଟେବଲ ଗିରଫ

ମହିଳା ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଘଟଣାରେ କନ୍‌ଷ୍ଟେବଲ ଗିରଫ । କଟକ ଗ୍ରାମାଞ୍ଚଳ ପୋଲିସ କାର୍ଯ୍ୟାଳୟ ନିକଟରେ ଜଣେ ମହିଳା ସଫେଇ କର୍ମୀଙ୍କୁ ବଳାତ୍କାର ଉଦ୍ୟମ ଏବଂ ଅସଦାଚରଣ କରିବା ଅଭିଯୋଗରେ ଓଡ଼ିଶା ପୋଲିସର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି।

କଣ୍ଟାବାଞ୍ଜିରେ ପୋଲିସ କନେଷ୍ଟବଳଙ୍କୁ ଅଭିଯୁକ୍ତର ଆକ୍ରମଣ

କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ଅଭିଯୁକ୍ତର ପଥର ମାଡ଼ରେ କନେଷ୍ଟବଳ ଗୁରୁତର ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ କନେଷ୍ଟବଳ । ଗୁରୁତର କନେଷ୍ଟବଳ କଣ୍ଟାବାଞ୍ଜି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।