ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ନୀତି ବିଭ୍ରାଟ । ଏନେଇ ଅଭିଯୋଗ ଆଣିଲା କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ନେତ୍ର ଉତ୍ସବର ନୀତିକାନ୍ତି ଠିକ ଭାବରେ କରାଯାଇନାହିଁ । ଠାକୁରଙ୍କୁ ଅଖିଆଅପିଆ ପହଣ୍ଡି ପାଇଁ ଅଣାଯାଇଛି । ସେନା ପଟା ବନ୍ଧା ଯାଇନଥିବାରୁ ଅଘଟଣ ଘଟିଲା ପରି ଲାଗୁଛି । କମିଶନ ବସାଇ ମାସେ ଭିତରେ ରିପୋର୍ଟ ଦିଆଯାଉ ଏହା ଛଡା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯାଉ ।

Leave a Reply

Your email address will not be published. Required fields are marked *