ରାଜ୍ୟରେ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ କରିବାରକୁ ଦୃଷ୍ଟିରେ ରଖି ଡାକ୍ତର ମାନସ ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଏକ କମିଟି ଗଠନ କରାଯାଇଛି । ଏହି ୨୨ ଜଣ ସଦସ୍ୟ ଥିବା କମିଟି ଓଡିଆ ଭାଷାରେ MBBS ଶିକ୍ଷା ଅନୁବାଦ ଏବଂ ଡ଼ାକ୍ତରୀ ଶିକ୍ଷା ପାଇଁ ଅତ୍ୟାବଶ୍ୟକ ପାଠ୍ୟକ୍ରମ ପୁସ୍ତକ ଓ ସମୟସୀମା ସହିତ ବଜେଟ୍ ପାଇଁ ଏହି କମିଟି କାର୍ଯ୍ୟ କରିବ । Post navigation ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ ହେବ କାର୍ଯ୍ୟକାରୀ: ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା