ରାଜ୍ୟରେ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ କରିବାରକୁ ଦୃଷ୍ଟିରେ ରଖି ଡାକ୍ତର ମାନସ ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଏକ କମିଟି ଗଠନ କରାଯାଇଛି । ଏହି ୨୨ ଜଣ ସଦସ୍ୟ ଥିବା କମିଟି ଓଡିଆ ଭାଷାରେ MBBS ଶିକ୍ଷା ଅନୁବାଦ ଏବଂ ଡ଼ାକ୍ତରୀ ଶିକ୍ଷା ପାଇଁ ଅତ୍ୟାବଶ୍ୟକ ପାଠ୍ୟକ୍ରମ ପୁସ୍ତକ ଓ ସମୟସୀମା ସହିତ ବଜେଟ୍ ପାଇଁ ଏହି କମିଟି କାର୍ଯ୍ୟ କରିବ ।

 

Leave a Reply

Your email address will not be published. Required fields are marked *