ଆଜି ପବିତ୍ର ଘୋଷଯାତ୍ରା। ଦୁଇ ଦିନିଆ ରଥ ଟଣା ଯୋଗୁଁ ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ। ଆଜି ରଥ ଟଣା ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ରଥ ଟଣା ହେବ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ମରିଚିକୋଟ ଛକରେ ଅଟକିଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀକୃଷ୍ଣ ସିନେମା ହଲ ନିକଟରେ ଅଟକିଛି। ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରୁ କିଛି ବାଟ ଗଡ଼ିବା ପରେ ଅଟକିଛି।

Leave a Reply

Your email address will not be published. Required fields are marked *