Category: ରାଜ୍ୟ

ମହାପ୍ରଭୁ ଜଗନ୍ନାଥ ଯେ ଏତେ କୃପା କରିବେ ଜାଣିନଥିବେ ଭୂପେନ୍ଦ୍ର

୨୦ ତାରିଖ ଦିନ ମତଦାନ ସରିବା ପରେ ସହନିର୍ବାଚନ ପ୍ରଭାରୀ ଅଶ୍ୱିନୀ ବୈଷ୍ଣବ ନିର୍ଭୟ ପ୍ରତିନିଧି ଙ୍କୁ କହିଥିଲେ ଯେ ଟିକି ନିଖ୍ ବୁଥ୍ ପର୍ଯ୍ୟବେକ୍ଷଣ ପରେ ଏନ୍‌ଡିଏ ମେଣ୍ଟ ଲଗ୍‌ଭଗ୍ ୧୬୦ଟି ଆସନ ପାଇ ଆରାମରେ ସରକାର ଗଢ଼ିବ। ସେ…

ଓଡିଶା ପର୍ବ – ୨୦୨୪ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ନଭେମ୍ବର ୨୪) ଏଠାରେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିବେ ବୋଲି ଶନିବାର ଦିନ ଜଣେ ଅଧିକାରୀ କହିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ଯ ଜନସଭାକୁ ସମ୍ବୋଧିତ କରିବେ। ରବିବାର…

କଣ୍ଟ୍ରାକ୍ଟର ପ୍ରେମ ପାଇଁ ପୂର୍ବତନ ବିଜେଡି ବିଧାୟକ ଙ୍କ ଆମରଣ ଅନଶନ

ବିଜଦ ସରକାର ଅମଳରେ ସଦର ବ୍ଳକ ଏବଂ ପୌରାଞ୍ଚଳରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଅନ୍ତର୍ଗତ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ କ୍ରମେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ବନ୍ଦ ରଖୁବା ସହ ତଦନ୍ତ…

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୧୧ଜଣ IAS ଙ୍କୁ ନୂଆ ଦାୟିତ୍ୱ

ଓଡ଼ିଶା ସରକାର ଶନିବାର ରାଜ୍ଯର ଆଇଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ଜାରି ବିଜ୍ଞପ୍ତି ଅନୁଯାୟୀ ପି ଆଣ୍ଡ ସି ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ଶ୍ରମ…

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ରିପୋର୍ଟ

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିରର ସ୍ଥାୟିତ୍ୱ ଏବଂ…

ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥା ପ୍ରକଟ କଲେ: ବିଜେଡି

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଜେଏମଏମର ବିଜୟ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଆଞ୍ଚଳିକ ଦଳ ଗୁଡିକ ଉପରେ ଲୋକଙ୍କ ଭରସା ଅକ୍ଷୁର୍ଣ୍ଣ ରହିଛି ବୋଲି ବିଜୁ ଜନତା ଦଳ…

ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ମନ୍ତ୍ରୀ

ରାଜ୍ୟ ଏବେ ଧାନ କିଣା ଆରମ୍ଭ ହୋଇଯାଇଛି । ଧାନ କିଣା ନେଇ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡ଼ା ଚେତାବନୀ ଦେଇ କହିଛନ୍ତି ଚାଷୀମାନେ ସିଧାସଳଖ ଧାନ ବିକ୍ରି କରିବେ ।ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ…

ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡିଶା ପର୍ବ ୨୦୨୪’ ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ

ଶୁକ୍ରବାର ନୂଆଦିଲ୍ଲୀ ରେ ଓଡିଶା ସମାଜ ପକ୍ଷରୁ ଓଡିଶା ପର୍ବ ୨୦୨୪ ପାଳିତ ହୋଇଛି | ଏହି ସମାରୋହ ରେ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ ଯୋଗୋ ଦେଇଥିଲେ |ଓଡିଶା ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ…

ଅତନୁଙ୍କୁ ଭଲ କି ଧୋଇଲେ ବଦ୍ରି

ଶଙ୍ଖ ଦଳର କିଛି ନେତାଙ୍କର ଏବେ ବି କ୍ଷମତା ଲୋଭ ଯାଇନି । ଦିନରେ ବି ଦେଖୁଚନ୍ତି ସପ୍ନ। ନବୀନ ପୁଣି ହଉଚନ୍ତି ସିଏମ । ସେମାନେ ବି ଜଣେଜଣେ ମନ୍ତ୍ରୀ ହେଇ ନାଲିବତୀ ଗାଡିରେ ବୁଲୁଛନ୍ତି। କିନ୍ତୁ ପାଣ୍ଡିଆନ ବାବୁଙ୍କୁ…

ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଥିବା ମହିଳାଙ୍କୁ କାଲି ମିଳିବ ଟଙ୍କା

ଆସନ୍ତାକାଲି ସୁଭଦ୍ରା ଯୋଜନାରେ ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ । ଏଥର ପ୍ରାୟ ୨୦ ଲକ୍ଷ ମହିଳା ପାଇବେ ଟଙ୍କା । ବାଦ୍ ପଡ଼ିଥିବା ୨୨ପ୍ରତିଶତ…