ତାଜା ଖବର ରାଜ୍ୟ ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ଆଣିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା August 2, 2024 Nirvay ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁଛି। ଏସବୁ ମଧ୍ୟରେ ନାବାଳକ ଗାଡିଚାଳକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଗାଡି ନେଇ ଆସିବା ବିପଦପୂର୍ଣ୍ଣ । ଆଇନଶୃଙ୍ଖଳା ପରିସ୍ଥିତି ରୋକିବାକୁ ରାଜ୍ୟ ପରିବହନ ବିଭାଗ ମଧ୍ୟ…
ତାଜା ଖବର ରାଜ୍ୟ ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର August 2, 2024 Nirvay ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର (୬୯) । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱରର ଏକ ଘରୋଇ…
ତାଜା ଖବର ରାଜ୍ୟ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ August 2, 2024 Nirvay ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ଉ କରୁଛି । ଭିଜିଲାନ୍ସର ୯ ଜଣିଆ ଟିମ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି…
ରାଜନୀତି ରାଜ୍ୟ ଗିରଫ ହେଲେ ଲାଞ୍ଚୁଆ ବିଡିଓ August 2, 2024 Nirvay କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ ଗୁରୁବାର ୪.୯୨ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି । ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗ କେସ ନମ୍ବର ୧୪/୨୦୨୪ରେ ଏକ…
ରାଜନୀତି ରାଜ୍ୟ ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ସମସ୍ତଙ୍କ ପାଇଁ ବିଜେପି ଦ୍ୱାର ଖୋଲା: ବିଶେଶ୍ୱର ଟୁଡୁ August 1, 2024 Nirvay ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହନ୍ତ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। କୁଡୁମୀ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ମହନ୍ତଙ୍କ ଯୋଗଦାନ କାରଣରୁ ବିଜେପିର ସଂଗଠନ ଆହୁରି ସୁଦୃଢ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର…
ରାଜ୍ୟ ଆଳୁ ସଙ୍କଟ: ପଶ୍ଚିମବଙ୍ଗ ଉପରେ ‘ଓଡ଼ିଆ ଅସ୍ମିତା’ ପ୍ରହାର August 1, 2024 Nirvay ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ବହୁ ସମସ୍ୟା ହେବା ପରେ ଏବେ ଏଥିରେ ସୁଧାର ଆସିଛି। ଓଡ଼ିଶାକୁ ଉତ୍ତରପ୍ରଦେଶରୁ ଆଳୁ ଆସିଲା। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍ କରାଯିବ ବୋଲିଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…
ତାଜା ଖବର ରାଜ୍ୟ ଭିଜିଲାନ୍ସ ପଞ୍ଝାରେ ଗୋଲାମୁଣ୍ଡା ବ୍ଲକ ବିଡିଓ August 1, 2024 Nirvay ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ନିତିଦିନିଆ ଘଟଣା ହୋଇଗଲାଣି। କାଲି ଜଟଣୀ ବ୍ଲକ ସହାକାରୀ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷାମିତା କାର୍ତ୍ତିକ। ଭବାନୀପାଟଣାରୁ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିର ଆରୋପ; ବିଜେପି ପ୍ରଲୋଭନରେ ଦଳ ଛାଡ଼ିଛନ୍ତି ମମତା August 1, 2024 Papirani ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି ବୋଲି ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ଯୋଗଦେଲେ ମମତା ମହନ୍ତ August 1, 2024 Papirani ଆଜି ଦିଲ୍ଲୀରେ ବିଜେପିରେ ଯୋଗଦେଇଛନ୍ତି ମମତା ମହନ୍ତ । କାଲି ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ଆଜି ସାମିଲ ହୋଇଛନ୍ତି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପିସିସି ସଭାପତିଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜୟଦେବଙ୍କ ଚିଠି August 1, 2024 Papirani ଓଡ଼ିଶାରେ ତୁରନ୍ତ ପିସିସି ସଭାପତିଙ୍କ ନାମ ଘୋଷଣା କରିବା ପାଇଁ ଖଡ଼ଗେ, ରାହୁଲ ଓ ସୋନିଆଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ସହ ଯିଏ ଦଳକୁ ଆଗକୁ ନେବେ, ତାଙ୍କୁ…