ତାଜା ଖବର ରାଜନୀତି ରାଜ୍ୟ ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍ଓଙ୍କ ମୃତଦେହ ଉଦ୍ଧାର July 4, 2024 Papirani ଲୋକସେବା ଭବନରେ କାର୍ଯ୍ୟରତ ASO ମୋରା ମାରାଣ୍ଡିଙ୍କ ମୃତଦେହ ଉଦ୍ଧାର । ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମଟମ୍…
ତାଜା ଖବର ରାଜନୀତି ରାଜ୍ୟ ବେଦାନ୍ତ ଖଣି ସମ୍ମୁଖରେ ମୁହାଁମୁହିଁ ହେଲେ ବିକ୍ଷୋଭକାରୀ ଓ ପୋଲିସ July 4, 2024 Papirani ସୁନ୍ଦରଗଡ଼ ହେମଗିରି ଜାମୁକାନି ବେଦାନ୍ତ କୋଇଲା ଖଣିରେ ଉତ୍ତେଜନା । କୋଇଲା ଖଣି ପ୍ରକଳ୍ପରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେବାକୁ ପ୍ରୟାସ ବେଳେ ଉତ୍ତେଜନା । କ୍ଷତିପୂରଣ ଦାବିରେ ୨୦ ଦିନ ହେଲା ଆନ୍ଦୋଳନରେ କରିଥିଲେ ବିକ୍ଷୋଭକାରୀ। ଆଜି…
ରାଜ୍ୟ ବଲେ ବଲେ ଢାବା ସହ କିଛି ସମ୍ପର୍କ ନାହିଁ: ବିଜେଡି ନେତ୍ରୀ ଏଲିନା July 4, 2024 Nirvay ଯାଜପୁରର ବଲେ ବଲେ ଢାବା ସିଲ ଘଟଣା ଏବେ ଚର୍ଚ୍ଚାରେ ଅଛି। ଏହି ଘଟଣାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ଏଲିନା ଲିଜରେ ଓ ବିନା କାଗଜପତ୍ରରେ ଢାବା ଚଳାଉଥିବା ଅଭିଯୋଗ ହୋଇଥିଲା । ହାଇକୋର୍ଟରେ…
ରାଜନୀତି ରାଜ୍ୟ ଥମୁନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ July 4, 2024 Nirvay ଥମିବାର ନାଁ ଧରୁନି ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ଆଜି ସିଧାସଳଖ ଦୁଇ ବରିଷ୍ଠ ନେତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବରିଷ୍ଠ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର। ନାଁ ନନେଇ ଅଶୋକ ପଣ୍ଡା, ଅନନ୍ତ ଜେନାଙ୍କ ଆଡ଼କୁ ଇଙ୍ଗିତ କଲେ…
ରାଜ୍ୟ ୮ରେ ରତ୍ନଭଣ୍ଡାର ଖୋଲିବା ନେଇ ଦ୍ୱନ୍ଦ୍ୱ July 4, 2024 Nirvay ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ସେଦିନ ହୁଏତ ରତ୍ନଭଣ୍ଡାର ଖୋଲିନପାରେ। ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟରୁ ଏଭଳି ବଡ଼ ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ…
ରାଜ୍ୟ ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ: ମୁଖ୍ୟମନ୍ତ୍ରୀ July 4, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଶପଥ ନେବା ପରେ ସେ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାମ କରୁଥିଲେ । ଏହି…
ରାଜନୀତି ରାଜ୍ୟ ବିଜେଡିରେ ଦଳୀୟ ବିବାଦ: ମୁହଁ ଖୋଲିଲେ ସୁଲୋଚନା July 4, 2024 Nirvay ବିଜେଡିରେ ଦଳୀୟ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ ଆମେ ସମସ୍ତେ ଏକଜୁଟ ଅଛୁ ବୋଲି କହିଛନ୍ତି । ବିଜେଡିର ୫୭ ଜଣ କର୍ପୋରେଟର ଏକାଠି ଅଛନ୍ତି । ବିଜେଡିର ସବୁ କର୍ପୋରେଟର ଏକାଠି କାମ କରୁଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ଲୋକସଭା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ July 4, 2024 Papirani ଲୋକସେବା ଭବନରେ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଗଠନର ୩ ସପ୍ତାହ ପରେ ଆଜିଠାରୁ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମନ୍ତ୍ରିିମଣ୍ଡଳ ଶପଥ ନେବା ପରଠାରୁ…
ତାଜା ଖବର ରାଜ୍ୟ ଆଜି ଅଣସରର ତ୍ରୟୋଦଶୀ ତିଥିରେ ଲାଗି ହେବ ଘଣା ଓ ଖଳି ପ୍ରସାଦ July 4, 2024 Papirani ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଗତକାଲି ଜ୍ୱରରୁ ସୁସ୍ଥ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜ ପ୍ରସାଦରେ ପହଞ୍ଚିଥିଲେ ସେବାୟତ। ଶ୍ରୀଜିଉଙ୍କ ଅସୁସ୍ଥ ସମୟରେ ଗୁପ୍ତ ଉପଚାର ଚାଲୁଥିଲା । ଜ୍ବରରେ ପୀଡ଼ିତ ମହାପ୍ରଭୁ…
ରାଜ୍ୟ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପରଲୋକ: ରାଜ୍ୟ ବିଜେପିର ଶୋକ July 3, 2024 Nirvay ମାଲକାନଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା ଆଦିତ୍ୟ ମାଢ଼ି (୫୧)ଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ସାରା ଓଡ଼ିଶା ସମେତ ମାଲକାନଗିରିବାସୀଙ୍କ ସ୍ୱାର୍ଥ ପାଇଁ ସର୍ବଦା ଚିନ୍ତିତ ଓ କାର୍ଯ୍ୟ କରୁଥିବା…