Category: ରାଜ୍ୟ

ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଆଜି ଅଦଳ ବଦଳ କରିଛନ୍ତି । କ୍ରୀଡ଼ା ଓ ଯୁବ ବିଭାଗର ଯୁଗ୍ମ ସଚିବ ଥିବା ଶୈଳେନ୍ଦ୍ର କୁମାର ଜେନା ମିଶନ ଶକ୍ତି ଯୁଗ୍ମ ସଚିବ ହୋଇଛନ୍ତି । ଓଡ଼ିଶା…

ଛଟେଇ ନିଷ୍ପତ୍ତି ପ୍ରତିବାଦରେ ରାଜରାସ୍ତାରେ ଶହ ଶହ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ

ରାଜରାସ୍ତାରେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ । ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଶହ ଶହ କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କର୍ମଚାରୀ । କରୋନା ବିପତ୍ତି ସମୟରେ ଏମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ରୋଗୀମାନଙ୍କୁ…

ପବନ ଓ ଜୁଆର ମାଡ଼ରେ ହବାଳିଖଟି ଛାରଖାର

ବାତ୍ୟା ‘ଦାନା’ର ତାଣ୍ଡବ ଏବଂ ତାର ଭୀମକାନ୍ତ ରୂପ ରଚିଥିଲା ବଙ୍ଗୋପସାଗର ତଟବର୍ତ୍ତୀ ଗହୀରମଥା ସନ୍ନିକଟରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ନେଚର କ୍ୟାମ୍ପରେ ଥିବା କଟେଜଗୁଡ଼ିକ ଛାରଖାର ହୋଇଯାଇଛି । ପାଣି ପାଗ ବିଭାଗର ସଠିକ୍…

ଧରାପଡ଼ିଯାଉଛି ବିଜଦର ହତାଶା ! ‘ଦାନା’ ପରୀକ୍ଷାରେ ଉତ୍ତୀର୍ଣ୍ଣ ମୋହନ

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଏବଂ ବାତ୍ୟା ପରେ ମଧ୍ୟ ଆକ୍ଟିଭ୍ ମୋଡରେ ମୋହନ ସରକାର। ବାତ୍ୟା ‘ଦାନା’ର ଦୁଇଟି ଦିଗ। ପ୍ରଥମଟି ବାତ୍ୟା ଓ ଦ୍ବିତୀୟଟି ବର୍ଷା । ବାତ୍ୟା ବିଶେଷ କ୍ଷତି କରିପାରି ନାହିଁ। କିନ୍ତୁ ବର୍ଷା ୫ଟି…

ଏପ୍ରିଲ ୨୦୨୫ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ

ଆସନ୍ତାକାଲି ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା ୨.୦। ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଶୁଭାରମ୍ଭ । ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ ୨…

୫ଟି ଦୁର୍ନୀତିକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟ ଭିଜିଲାନ୍ସ ପକ୍ଷରୁ ପାଳନ ହେଉଛି ଦୁର୍ନୀତି ନିବାରଣ ସପ୍ତାହ। ଲୋକସେବା ଭବନରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ…

ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’, ୧୩୬ରୁ ଉର୍ଦ୍ଧ୍ୱ ମୃତ, ପ୍ରାୟ ୪୦ ଜଣଙ୍କ ମିଳୁନି ପତ୍ତା

ଫିଲିପାଇନ୍ସରେ ପ୍ରକୃତି ତାର କରାଳ ରୂପ ଦେଖାଇଛି । ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’ । ଏହାର ପ୍ରଭାବରେ ବର୍ଷା, ପବନ ସହ ଭୂସ୍ଖଳନ ମଧ୍ୟ ହୋଇଛି । ଏହି ଘୂର୍ଣ୍ଣଝଡ଼ ପ୍ରଭାବରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…

ଆଜି ମଧ୍ୟ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଦ୍ଵିତୀୟ ଦିନରେ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଲୀଖଟିରେ ମଧ୍ୟ ସ୍ଥିତି ଅନୁଧ୍ୟାନ…

ଗ୍ୟାସ ସିଲିଣ୍ଡର୍‌ ଫାଟି ଜଳିଗଲା ୧୦ ବଖରା ଘର; ଅଳ୍ପକେ ବର୍ତ୍ତିଲେ ୪ ପରିବାର

ଗ୍ୟାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଘଟିଛି ଅଘଟଣ। ଆଜି ଭୋରୁ ୪ଟା ସମୟରେ ଏହି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ବଖରା ଘର…

ଦାନା ବାତ୍ୟା ଯୋଗୁଁ ହୋଇଛି ବ୍ୟାପକ କ୍ଷୟକ୍ଷତି; ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ଓ ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଓ ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ,…