Category: ରାଜ୍ୟ

ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ୱାକ୍ଷର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଆଜି ଉଦଘାଟନ କରିଥିବାବେଳେ ଆଜି ପ୍ରଥମ ଦିନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ୫୪ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଶିଳ୍ପ ସଚିବ…

ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ବିଶ୍ବଭୂଷଣ ହରିଚନ୍ଦନ

ବିଗିଡ଼ିଲା ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାରଲିପ୍ଟ କରାଯାଇଛି…

କେନ୍ଦୁଝରରେ ଜେଏସଡବ୍ଲ୍ୟୁ ପ୍ରତିଷ୍ଠା କରିବ ଇସ୍ପାତ କାରଖାନା

କେନ୍ଦୁଝରରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜେଏସଡବ୍ଲ୍ୟୁ । ଏନେଇ ଆଜି ଓଡ଼ିଶା କନକ୍ଲେଭ୍‌ରେ ଏହା ଘୋଷଣା କରିଛନ୍ତି ଜିନ୍ଦଲ କମ୍ପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ସେ କହିଛନ୍ତି କେନ୍ଦୁଝରରେ ହେବ ଇସ୍ପାତ କାରଖାନା । ପୋସ୍କୋ କମ୍ପାନୀ ପ୍ରତିଷ୍ଠା ହେବ…

ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା: ସମ୍ପାଦକ ଓ ସହାୟିକା ଗିରଫ

ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ମାଡ଼ ଘଟଣାରେ ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ବାଗତିକା ପ୍ରଧାନଙ୍କୁ ଗିରଫ କଲା ପୋଲିସ। ସମ୍ବଲପୁର ନେତାଜୀନଗର ଠାରେ ଥିବା ସମର୍ଥ କେନ୍ଦ୍ରରେ ଅନ୍ତେବାସୀ ନିର୍ଯ୍ୟାତନ ଦିଆଉଥିବାର ଭିଡ଼ିଓ ଭାଇରାଲ ପରେ…

ରାୟଗଡ଼ାରେ ହେବ ଆଲୁମିନିୟମ ପ୍ଲାଣ୍ଟ

ରାୟଗଡ଼ାରେ ପ୍ରତିଷ୍ଠା ହେବ ଆଲୁମିନିୟମ ପ୍ଲାଣ୍ଟ । ଏ ନେଇ ଆଜି ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ଯୋଗ ଦେଇ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶା ମତେ ସ୍ୱର୍ଗ ପରି ଲାଗେ । ଓଡ଼ିଶାରେ…

ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ

ପୁଣି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ । ନୟାପଲ୍ଲୀ ସ୍ଥିତ ଅନ୍ୟ ଏକ ଘରକୁ ବିଳମ୍ୱିତ ରାତିରେ ପଶିବାକୁ ଉଦ୍ୟମ ହୋଇଛି । ଗତ ୨୬ରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଏନ୍‌-୨୯ ଘରୁ ଚୋରି ହୋଇଥିବା…

ପୁଣି ଅସୁସ୍ଥ ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ। ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି । ତେଣୁ ତାଙ୍କୁ ପରିବାର ପକ୍ଷରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ବ୍ଲୁ ଇକୋନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି ଓଡ଼ିଶା: ପ୍ରଧାନମନ୍ତ୍ରୀ ମୋଦି

ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ କହି ସମ୍ବୋଧନ କଲେ ମୋଦି । ବଡ଼ ଆୟୋଜନ ପାଇଁ ଧନ୍ୟବାଦ ଦେବା ସହ ମୋଦି…

ଉଦ୍‌ଘାଟିତ ହେଲା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ଉଦ୍‌ଘାଟିତ । ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶ, ବିଦେଶର ନିବେଶକ ଓ ପ୍ରତିନିଧିଙ୍କୁ ସ୍ବାଗତ କରିବା ସହ…

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା: ଟ୍ରକ ପଛରେ ପିଟି ହେଲା ଓମଫେଡ କ୍ଷୀର ଗାଡ଼ି, ୨ ଗୁରୁତର

ଆଜି ସକାଳୁ ସକାଳୁ କଟକର ତେଲେଙ୍ଗାପେଣ୍ଠ ଛକରେ ଏକ ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳେ ଘନ କୁହୁଡ଼ି ଯୋଗୁ ଓମଫେଡ କ୍ଷୀର ଗାଡ଼ିକୁ ଧକ୍କା ଦେଲା ହାଇଓ୍ବା । ଏହି ଦୁର୍ଘଟଣାରେ ଚାଳକ ଓ ହେଲପର ଗୁରୁତର…