ରାଜନୀତି ରାଜ୍ୟ ବିଜୁ ଜନତା ଦଳରେ ସାଂସ୍କୃତିକ ନିଯୁକ୍ତି, ପଢ଼ନ୍ତୁ ସଂପୂର୍ଣ୍ଣ ଖବର January 11, 2024 Nirvay ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଅଧିକ ସକ୍ରିୟ କରିବା ପାଇଁ ସାଂସ୍କୃତିକ ବିଭାଗରେ ଡକ୍ଟର ଅମର ପଟ୍ଟନାୟକ(ମୁଖ୍ୟ ଉପଦେଷ୍ଟା) ପ୍ରଫୁଲ୍ଲ କୁମାର ସାମଲ(ବରିଷ୍ଠ ଉପଦେଷ୍ଟା), ଦେବୀ ପ୍ରସାଦ ମିଶ୍ର(ବରିଷ୍ଠ ଉପଦେଷ୍ଟା),…
ରାଜ୍ୟ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ January 11, 2024 Nirvay ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି…
ରାଜନୀତି ରାଜ୍ୟ ପାଣ୍ଡିଆନଙ୍କ ବଲାଙ୍ଗୀର ଗସ୍ତକୁ ବିରୋଧ January 11, 2024 Nirvay ବଲାଙ୍ଗୀର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବଲାଙ୍ଗୀର ଗସ୍ତକୁ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ଆଜି ବିରୋଧ କରିଛନ୍ତି। ରାଜେନ୍ଦ୍ର କଲେଜ ଛକରେ ଏହି ପ୍ରତିବାଦ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ରାଜେନ୍ଦ୍ର କଲେଜରେ ଅଧ୍ୟାପକ ନଥିବାବେଳେ ରାଜ୍ୟ…
ରାଜ୍ୟ ମାଲକାନଗିରି ବିମାନ ବନ୍ଦରର ପ୍ରଥମ ପରୀକ୍ଷଣ ହେଲା ସଫଳ January 8, 2024 Nirvay ମାଲକାନଗିରି :ବାଣିଜ୍ୟିକ ଉଡ଼ାଣ ପୂର୍ବରୁ ପ୍ରଥମ ପରୀକ୍ଷଣ ବିମାନ ମାଲକାନଗିରି ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି। ମାଲକାନଗିରିକୁ ବିମାନ ଯୋଗାଯୋଗ ବିକାଶର ଏକ ନୂତନ ଯୁଗଆରମ୍ଭ କରିବ, ବ୍ୟବସାୟ ଏବଂ ପର୍ଯ୍ୟଟନର ବାଟ ଖୋଲିବ ଏବଂ ଏହି ଅଞ୍ଚଳର…
ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ January 8, 2024 Nirvay ସମ୍ବଲପୁର: ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ମହୁଲପାଲିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେଠାରେ ଯୋଗଦାନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,”ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିରେ…
ରାଜ୍ୟ ହାଇଟେକ୍ ହସ୍ପିଟାଲ୍ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି January 8, 2024 Nirvay ଭୁବନେଶ୍ଵର: ହାଇଟେକ୍ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗରେ ଘେରିଲା ବିଜେପି । ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ୨୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିଲେ ହସ୍ପିଟାଲରେ ଚିକିତ୍ସା ସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ…
ରାଜ୍ୟ ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ବାଲେଶ୍ଵର January 8, 2024 Nirvay ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା। ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ଆଦି ସ୍ଥାନରେ ୩ ଶହ ପାର କରିଛି ଇଣ୍ଡେକ୍ସ। ୬ ଟିସହରରେ AIR QUALITY INDEX ବା AQI ୩ ଶହ ପାର କରିଛି। ସେଥିମଧ୍ୟରୁ…
ରାଜ୍ୟ ହାଇଟେକ୍ ବିସ୍ଫୋରଣ ଘଟଣା; ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼ January 8, 2024 Nirvay ଭୁବନେଶ୍ୱର: ଆଜି ଅପରାହ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଘରୋଇ ମେଡିକାଲ ବ୍ଲାଷ୍ଟ ଘଟଣାରେ ଏହି ବିରୋଧ ହୋଇଛି। ସୂଚନା ଅନୁଯାୟୀ ଅଣ୍ଡା ମାଡ଼ ସହ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।ଛାତ୍ର…
ରାଜ୍ୟ ତିନି ଫଟୋ ବଖାଣୁଛି ମନ୍ତ୍ରୀ ଓ ବିଧାୟକଙ୍କ ଦୁର୍ଦ୍ଦଶା କାହାଣୀ January 7, 2024 Nirvay ଭୁବନେଶ୍ୱରରୁ ନବୀନ ଦାସ,୭ା୧ ତିନିଟି ଫଟୋ । ପ୍ରତିଟି ଫଟୋ ବିଜୁ ଜନତା ଦଳର ନେତାଙ୍କ ଦୁର୍ଦ୍ଦଶାର କାହାଣୀ କହୁଛି । ମନ୍ତ୍ରୀ ଓ ବିଧାୟକମାନେ କେଉଁ କାମ ପାଇଁ ଉପଯୁକ୍ତ, ତାହା ନବୀନ ଓଡ଼ିଶାର ନୂଆ ନେତା ଭିକେ ପାଣ୍ଡିଆନ…
ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅଜୟ କୁମାର January 7, 2024 Nirvay ଭୁବନେଶ୍ୱର: ପ୍ରେସମିଟ୍ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ପ୍ରଭାରୀ । ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି ବୋଲି କହିଲେ ପ୍ରଭାରୀ ଅଜୟ କୁମାର । ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍, ଆଇପିଏସ୍ କାମ କରିବା ଉଚିତ । କିନ୍ତୁ…