ତାଜା ଖବର ରାଜ୍ୟ ନୂଆ ମୋଡ଼ରେ ନବ ଦାସଙ୍କ ହତ୍ୟା ମାମଲା: ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼ ! January 18, 2025 Papirani ୨ବର୍ଷ ପରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ହତ୍ୟା ମାମଲାରେ ଆସିଲା ନୂଆ ମୋଡ଼ । ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପରେ ଏବେ ଗୋପାଳ ହତ୍ୟାକାରୀ ନା ଆଉ କିଏ ଉଠିଲା ପ୍ରଶ୍ନ । ଏକାଧିକ…
ରାଜନୀତି ରାଜ୍ୟ ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି January 17, 2025 Nirvay ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବା ବେଳେ ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ସିଙ୍ଗାପୁର ରାଷ୍ଟ୍ର ସହ ସହଭାଗିତା ଆରମ୍ଭ ହୋଇଥିଲା ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ…
ରାଜ୍ୟ ଓଡିଶା ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତିନାମାର ବିନିମୟ January 17, 2025 Nirvay ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ଅପରାହ୍ନରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ଥର୍ମନ ଶନ୍ମୁଗରତ୍ନମ୍ ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସିଙ୍ଗାପୁର…
ତାଜା ଖବର ରାଜ୍ୟ ଆସନ୍ତା ୨୦ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି January 17, 2025 Papirani ଆସନ୍ତା ଜାନୁୟାରୀ ୨୦ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କେନ୍ଦ୍ର ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ଅଭିଯୋଗ ପ୍ରକୋଷ୍ଠ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିବ ।…
ତାଜା ଖବର ରାଜ୍ୟ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ January 17, 2025 Papirani ଶୁଭାରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ । ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ ନାସିକ ପାଇଁ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜ୍ୟ ଜାନୁଆରୀ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା January 17, 2025 Papirani ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଥିବା ବେଳେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯାୟ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀପର ପରିଡ଼ା ।…
ତାଜା ଖବର ରାଜ୍ୟ ମାଟିରେ ମିଶିଲା ଖଣ୍ଡଗିରିର ବୈକୁଣ୍ଠଧାମ ଆଶ୍ରମ January 17, 2025 Papirani ଭାଙ୍ଗିଲା ଖଣ୍ଡଗିରିର ବୈକୁଣ୍ଠଧାମ ଆଶ୍ରମ । ବହୁ ବାଦ ବିବାଦ ପରେ ଆଶ୍ରମରେ ଆଜି ବୁଲିଲା ବୁଲଡୋଜର । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଆଶ୍ରମରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମସ୍ତ ଅନ୍ତେବାସୀ…
ବ୍ୟବସାୟ ରାଜ୍ୟ ଓଡିଶାରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମ୍ January 17, 2025 Nirvay ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି । ଅପରାହ୍ନ ୪ଟାରେ ବିଶ୍ୱ…
ତାଜା ଖବର ରାଜ୍ୟ ନିଜର ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀ January 17, 2025 Papirani କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସବୁ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି । ମନ୍ଦିର କାର୍ଯ୍ୟର କ୍ରିୟାଶୀଳ ଏବଂ ଉତ୍ତରଦାୟୀ କରିବାକୁ ଏହି…
ରାଜ୍ୟ ନବ ଦାସଙ୍କ ଭାଇ ବ୍ରଜକିଶୋରଙ୍କ ଘରେ ଆଇଟି ରେଡ୍ January 17, 2025 Nirvay ସ୍ୱର୍ଗତଃ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବଡ଼ ଭାଇ ତଥା ସୁପର୍କ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ଶୁକ୍ରବାର ସକାଳୁ ଆଇଟି ରେଡ୍ ହୋଇଛି । ସେ ଆୟକର ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର ଓ ଛତିଶଗଡ଼ ଆୟକର ଟିମ୍ର ମିଳିତ ଚଢ଼ାଉ…