Category: ରାଜ୍ୟ

୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ: ଅପରାଜିତା ଷଡ଼ଙ୍ଗୀ

୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ । ସମୀକ୍ଷା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରକଳ୍ପ ପାଇଁ ମୋଟ ୬ହଜାର ୨୫୬କୋଟି ଟଙ୍କା ଖର୍ଚ୍ଚ…

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର

ପ୍ରାଥମିକ ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍‌ରେ ଖର୍ଚ୍ଚ ବଢ଼ାଇଥିବା ସୂଚନା ମିଳିଛି । ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ୫ମ ଶ୍ରେଣୀ…

ନିର୍ଭୟ ମିଡ଼ିଆକୁ ପନ୍ନୁର ଇମେଲ; ‘ଅର୍ବାନ ନକ୍ସଲ’ଙ୍କ ହାତ ଥାଇପାରେ: ନବୀନ ଦାସ

ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ଦେଶର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି । ଏହି ସମୟରେ ଆଜି ବିଭିନ୍ନ ସାମ୍ୱାଦିକ ଓ ମିଡିଆ ଅଫିସକୁ ଧମକ୍ ପୂର୍ଣ୍ଣ ଇମେଲ ଆସିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁର ଏହି…

ମୋଦୀଙ୍କ କଡ଼ା ସନ୍ଦେଶ; ବଦଳି-ପୋଷ୍ଟିଂରେ ମାତିଲେ ନେତା ହୋଇପାରିବ ନାହିଁ

ଏକ ନିର୍ଦ୍ଦିଷ୍ଟ ମିଶନରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପ୍ରଚାର ପୂର୍ବରୁ ଜୋଶ୍ ଭରିବା ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସେ। ସେତେବେଳେ ମିଶନ ଭିନ୍ନ ଥିଲା, ଜୋଶ୍ ଭାରି ନିର୍ବାଚନ ଜିଣିବା । କିନ୍ତୁ ଏଥର ଦଳ…

ଆତଙ୍କବାଦୀ ପନ୍ନୁ ନାଁରେ ମିଳିଲା ଧମକପୂର୍ଣ୍ଣ ମେଲ୍

ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି…

୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୭୫ବର୍ଷର ବୁଢା

ରାଜଧାନୀରେ ଲଜ୍ଜା। ୬ ବର୍ଷର ଶିଶୁକନ୍ୟାକୁ ଦୂଷ୍କର୍ମ କଲା ୭୫ ବର୍ଷିୟ ବୃଦ୍ଧ । ଏଭଳି ଅଭାବନୀୟ ଓ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଇନଫୋସିଟି ଥାନା ନିକଟସ୍କ ଓଗାଳପଡା ଗ୍ରାମରେ । ଶିଶୁ କନ୍ୟାର ପରିବାର ଲୋକେ ଏନେଇ…

୧.୪୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ରାଜସ୍ୱ ବିଭାଗର ଜୁନିୟର ଆସିଷ୍ଟାଣ୍ଟ ଗିରଫ

ସରକାରୀ ପାଣ୍ଠିରୁ ୧.୪୦ କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ, ଉପଭୋକ୍ତା ଶୁଳ୍କ ଏବଂ ଅନ୍ୟାନ୍ୟ ସରକାରୀ ରାଜସ୍ୱ ଠକେଇ ଅଭିଯୋଗରେ ଶୁକ୍ରବାର ଦିନ ରାୟଗଡା ଜିଲ୍ଲା ବିସମ କଟକ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ କାର୍ଯ୍ଯରତ କନିଷ୍ଠ ରାଜସ୍ୱ ସହାୟକ ବନମାଳି କରଙ୍କୁ…

ଅମିତ ଶାହ ଦ୍ଵିତୀୟ ଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା କୁ କଲେ ସମ୍ମାନିତ

ଅଖିଳ ଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀ-୨୦୨୪ ଆଜି ଭୁବନେଶ୍ୱରର ଲୋକ ସେବା ଭବନରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ସମ୍ମାନିତ କରିଥିଲେ। ରାଜ୍ଯ…

ଡିଜିପି ଆଇଜିପି ସମ୍ମିଳନୀ ପାଇଁ ଷ୍ଟାର ହୋଟେଲକୁ ବିଧାୟକଙ୍କୁ ସ୍ଥାନାନ୍ତରଣ,ବିଧାୟକମାନଙ୍କ ଅସନ୍ତୁଷ୍ଟି ବ୍ୟକ୍ତ

ରାଜଧାନୀ ଭୁବନେଶ୍ୱର ଆଭ୍ଯନ୍ତରୀଣ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ତିନି ଦିନିଆ ଡିଜି-ଆଇଜିପି ସମ୍ମିଳନୀ ଆୟୋଜନ କରୁଛି। ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପାଇଁ ସମଗ୍ର ଭୁବନେଶ୍ୱରରେ କଡ଼ା ସୁରକ୍ଷା…

ସମୀକ୍ଷା ପାଇଁ ରାଜଭବନରୁ ବାହାରି ରାଜ୍ୟ ବିଜେପି ଅଫିସ୍‌ରେ ପ୍ରଧାନମନ୍ତ୍ରୀ 

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭୁବନେଶ୍ୱର ବିମାନବନ୍ଦରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିମାନବନ୍ଦର ନିକଟରେ ଆୟୋଜିତ ହୋଇଥିବା ଏକ ସଭାରେ ଯୋଗ ଦେଇଥିଲେ । ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର…