Category: ରାଜ୍ୟ

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀ; IIMର ନୂଆ କ୍ୟାମ୍ପସର କଲେ ଉଦ୍‌ଘାଟନ

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି IIMର ନୂଆ କ୍ୟାମ୍ପସର ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ମୋଦିଙ୍କ ବିମାନ ଅବତରଣ…

ଆରମ୍ଭ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ; ସମ୍ମାନିତ ହେଲେ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ

ଉଦଘାଟିତ ହେଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଜନତା ମୈଦାନରେ ଏହାର ଉଦଘାଟନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଓଡିଆ, ଓଡିଆ ଆମ ଭାଷା, ଆମ ପରିଚୟ ।…

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ସମ୍ବଲପୁରରେ ହେବ ମୋଦି-ନବୀନ ଭେଟ । ସମ୍ବଲପୁରରେ ଉଦଘାଟନୀ କାର୍ଯ୍ୟକ୍ରମରେ ଉଭୟ ନେତା ଉପସ୍ଥିତ ରହିବେ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ଗୋଟିଏ ମଞ୍ଚରେ ପିଏମ୍-ସିଏମ୍ ଉପସ୍ଥିତି ଏବଂ ସମ୍ଭାବ୍ୟ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏବେ…

ବଜେଟରେ ପୂର୍ବତଟ ରେଲୱେକୁ ୧୧,୪୯୫ କୋଟିର ଅନୁମୋଦନ

ଭୁବନେଶ୍ୱର : ବଜେଟରେ ପୂର୍ବତଟ ରେଲକୁ ୧୧,୪୯୫ କୋଟିର ଅନୁଦାନ । ଖୋର୍ଦ୍ଧା-ବଲାଙ୍ଗୀର ରଳ ଲାଇନ୍ ପାଇଁ ୧୩୫୦ କୋଟି । ତାଳଚେର-ବିମଳାଗଡ ପାଇଁ ୫୦୦ କୋଟିର ଅନୁଦାନ । ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର…

ବରିଷ୍ଠ ଅଭିନେତା ସାଧୁ ମେହେରଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ହୋଇଛି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ…

କେନାଲରେ ଭାସୁଛି JEଙ୍କ ମୃତଦେହ; ପଢ଼ନ୍ତୁ ସଂପୂର୍ଣ୍ଣ ଖବର

ଧର୍ମଗଡ଼: କେନାଲରୁ ଉଦ୍ଧାର ହେଲା JEଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ। ମିଳିଥିବା ସୂଚନା ଗତକାଲି JE ଭବାନୀଶଙ୍କର ଅଫିସ ଯାଇ ଘରକୁ ଫେରିନଥିଲେ। ଆଉ ଶୁକ୍ରବାର ସକାଳୁ କେନାଲରେ…

ନବୀନ ସରକାରଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା…

ପୁରୀରୁ ସୋନପୁରକୁ ଗଡ଼ିବ ଟ୍ରେନ; ପ୍ରଧାନମନ୍ତ୍ରୀ ମୋଦି କରିବେ ଲୋକାର୍ପଣ

ପୁରୀ: ପ୍ରଥମ ଥର ପାଇଁ ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ। ପୁରୀ ଶ୍ରୀକ୍ଷେତ୍ର ସହ ରେଳ ଯୋଗେ ଯୋଡି ହେବ ପାତାଳୀ ଶ୍ରୀକ୍ଷେତ୍ର। ଆସନ୍ତାକାଲି ସମ୍ବଲପୁରରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ…

୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ…

ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ…