Category: ରାଜ୍ୟ

Orange Alert For Thunderstorm, Rain in Odisha: ଆଗାମୀ ତିନି ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ପାଇଁ ଅରେଞ୍ଜ ଆଲର୍ଟ ଜାରି

ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ତିନି ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ବର୍ଷା, ହାଲୁକାରୁ ମଧ୍ୟମ ବର୍ଷା ଏବଂ ଝଡ଼ ପବନ ବହିବାର ପୂର୍ବାନୁମାନ କରିଛି । ୧୦ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ପାଇଁ ଅରେଞ୍ଜ…

Rath Yatra 2026: ରଥଯାତ୍ରା ପୂର୍ବରୁ ଦୂର ହେବ ସମସ୍ତ ପାର୍କିଂ ସମସ୍ୟା: ପୃଥ୍ୱୀରାଜ ହରିଚନ୍ଦନ

ରଥଯାତ୍ରା ପୂର୍ବରୁ ଦୂର ହେବ ସମସ୍ତ ପାର୍କିଂ ସମସ୍ୟା । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥଯାତ୍ରା ପୂର୍ବରୁ ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସମ୍ପୂର୍ଣ୍ଣ ହେବ । ଏହା ସହ…

Rayagada Asst Engineer in Vigilance Net: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କୋଲନରା ବ୍ଲକ୍‌ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସହକାରୀ ଯନ୍ତ୍ରୀଙ୍କ ଗଞ୍ଜାମ ଓ…

Berhampur Assault Case: ବ୍ରହ୍ମପୁରରେ ଆକ୍ରମଣ ଘଟଣା; ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କଲା ପୋଲିସ

ବ୍ରହ୍ମପୁରର ଗିରି ରୋଡରେ ଯୁବକ-ଯୁବତୀଙ୍କୁ ମାଡ଼ ଘଟଣାରେ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର। ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କଲା ପୋଲିସ। ଅଭିଯୁକ୍ତର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ବେଳେ ଅଭିଯୁକ୍ତ ମୁକେଶ ସାହୁ MKCG ମେଡିକାଲରେ…

Berhampur Assault Case: ବ୍ରହ୍ମପୁର ବର୍ବରତା ଘଟଣା; ୨ ଗିରଫ

ବ୍ରହ୍ମପୁରର ଗିରି ରୋଡରେ ଏକ ଯୁବକ ଦମ୍ପତିଙ୍କ ଉପରେ ସର୍ବସାଧାରଣରେ ହୋଇଥିବା ନିର୍ମମ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜ୍ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କଲା ଟାଉନ୍ ପୋଲିସ୍ । ୨ଟି ସ୍କୁଟର୍‌ ସହିତ ଗୋଟିଏ…

BJD Forms State Level Monitoring Team: ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷଣ ଦଳ ଗଠନ କଲା ବିଜେଡି

ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ନିଷ୍ପତ୍ତି ଅନୁଯାୟୀ, ୧ ଜୁଲାଇ, ୨୦୨୬ ରୁ ଆରମ୍ଭ ହେବାକୁ ଥିବା ଓଡିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ ପ୍ରସ୍ତୁତି ତଦାରଖ କରିବା ପାଇଁ ବିଜୁ ଜନତା ଦଳ (BJD) ଏକ…