Category: ରାଜ୍ୟ

ଗିରଫ ହେଲେ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି; ମିଳିଲା ପୁଳା ପୁଳା ଟଙ୍କା

ଗିରଫ ହେଲେ କୋଟିପତି ବାବୁ । କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଭୁବେନଶ୍ୱର, ଖୋର୍ଦ୍ଧା କଟକ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।ଚଢାଉବେଳେ ପ୍ରଦୀପ…

ମଟନରେ ଗୋମାଂସ ମିଶାଇ ବିକ୍ରି ଘଟଣା: ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ

ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ । ମଟନ୍ ପାଇଁ ପୁରୀର ବେଶ୍ ଫେମସ୍ ରହିଥିବା ଜୟା ହୋଟେଲରେ ଗୋମାଂସ ମିଶାଇ ବିକ୍ରି କରୁଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଆଜି ସକାଳୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜୟା…

୧୦ ଦଫା ଦାବି ନେଇ ରାଜଧାନୀରେ ପାଚିକା ସଂଘର ଗର୍ଜନ

ରାଜଧାନୀରେ ଲୋୟର ପିଏମଜିରେ ଶହ ଶହ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ଆନ୍ଦୋଳନ କରିଛନ୍ତି । ୧୦ ଦଫା ଦାବି…

ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରରେ ହଟ୍ଟଗୋଳ;  ୧୨ଟା ଯାଏଁ ଗୃହ ମୁଲତବୀ

ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ଦେଖାଯାଇଛି ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ତେବେ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ…

ନାରୀ ଅସୁରକ୍ଷିତ ଅଭିଯୋଗରେ ବିଧାନସଭା ପରିସରରେ କଂଗ୍ରେସର ବିକ୍ଷୋଭ

ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦିତ୍ୱୀୟ ପର୍ଯ୍ୟାୟ । ଏହା ଆସନ୍ତା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଗୃହ ବେଶ୍ ସରଗରମ ହେବାର ସମ୍ଭାବନା ରହିଥିବା ବେଳେ ବଜେଟ ଅଧିବେଶନ…

ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି । ଜଷ୍ଟିସ ହରିଶ ଟଣ୍ଡନ ଏବେ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି । ଜାନୁଆରୀ…

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପଦରୁ ବିଦା ହେଲେ ମନ୍ଦାକିନୀ କର

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ଏବଂ ୫ ଜଣ ସଦସ୍ୟ ଯଥା – ସସ୍ମିତା ନନ୍ଦ, ରୁବି ବିଶ୍ଵାଳ, ଜାଲିନା ପ୍ରିୟଦର୍ଶିନୀ,…

ଓଡ଼ିଶା ପୋଲିସର ଗୃପ ବି ପଦବୀ ପରୀକ୍ଷା ସ୍ଥଗିତ

ଆସନ୍ତା ୮ ଓ ୯ ତାରିଖରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ହୋଇଛି । ଓଡ଼ିଶା ପୋଲିସର ଗୃପ ବି ପଦବୀ ନିମନ୍ତେ ମିଳିତ ନିଯୁକ୍ତି ପରୀକ୍ଷା ୨୦୨୫ର…

ଜନଶୁଣାଣିରେ ବାଲଡା ନାଗେଶ୍ୱରୀ ପାହାଡ଼ରେ ଖଣି ଖନନକୁ ବିରୋଧ

କୋରାପୁଟ ଜିଲ୍ଲା, ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଠାରେ ଖଣି ଖନନ ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିରେ, ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟବାସୀ । ଏହି ପାହାଡର ଖଣିରୁ ଅଲୁମନିୟମ କଞ୍ଚାମାଲ ଉତ୍ତୋଳନ ହେବା ଦ୍ୱାରା ପରିବେଶ ସନ୍ତୁଳନ ବିଗିଡିବା…

ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସେଲ୍‌

ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କୀଟ) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅସଦାଚରଣ ଘଟଣା ପରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସେଲ୍‌ ।…