Category: ରାଜ୍ୟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କୁ ମିଳିଲା ଟିକେଟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପ୍ରାର୍ଥୀ ତାଲିକାରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ତଥା ଛତିଶଗଡର ଝିଅ ପୂର୍ଣ୍ଣିମା ଦାସଙ୍କୁ ବିଜେପି…

ପ୍ରକାଶ ପାଇଲା ୨୦୨୨ ବର୍ଷର ଓଏଏସ୍‌ ପରୀକ୍ଷା ଫଳ

୨୦୨୨ ବର୍ଷର ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍‌ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ ପ୍ରାର୍ଥୀ ଆବେଦନ କରିଥିବା ବେଳେ ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ବିଜୟା କିଶୋର ରାହତକର ହେଲେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା

ପୂର୍ବତନ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ମୁଖ୍ୟ ବିଜୟା ରାହତକରଙ୍କୁ ତିନି ବର୍ଷ ପାଇଁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୩ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ।ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର…

ପାଣ୍ଡିଆନଙ୍କୁ ସୁରକ୍ଷା ଦେବ କିଏ ?

ପ୍ରବଳ ରାଜନୈତିକ ଚାପରେ ପଡ଼ିଛନ୍ତି ଏକଦା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସୁପର ସିଏମ୍ ବୋଲାଉଥିବା ଭିକେ ପାଣ୍ଡିଆନ। କିନ୍ତୁ ପୂର୍ବତନ ବିଜଦ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଅମୋଘ ଅସ୍ତ୍ର ପ୍ରୟୋଗ ପରେ କିଏ ସୁରକ୍ଷା ଦେବ ପାଣ୍ଡିଆନଙ୍କୁ। ବର୍ତମାନ କେବଳ ନବୀନ…

ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ

ବଦଳିବ ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା ନା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ୨ ଦିନରେ ଗାଇଡ୍‌ଲାଇନ୍ ଆଣୁଛନ୍ତି ସରକାର । ପଲ୍ଲୀସଭାକୁ ଗୁରୁତ୍ୱ…

ଭୁବନେଶ୍ୱରରୁ ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ସେକ୍ସ ରାକେଟ୍ ଠାବ

ରବି ଟକିଜ୍ ଛକରେ ଥିବା ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ଚାଲିଛି ସେକ୍ସ ରାକେଟ୍ । ରବି ଟକିଜ୍ ସ୍ଥିତ ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ୍ ସ୍ପା ଉପରେ ଚଢାଉ…

ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ

ପରଲୋକରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା । ୬୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ କଳିଙ୍ଗ କେଶରୀ ପରିଡ଼ା । ସେ ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ…

ଶ୍ରୀମନ୍ଦିର ସୁପରଭାଇଜରଙ୍କ ଉପରେ ମରଣାତ୍ମକ ଆକ୍ରମଣ ମାମଲା: ପନ୍ତିବଡ଼ୁ ସେବକ ଶ୍ରୀଚନ୍ଦନ ସାମନ୍ତରା ନିଲମ୍ବିତ

ଶ୍ରୀମନ୍ଦିର ସମ୍ମୁଖରେ ବରିଷ୍ଠ ସେବାୟତ ତଥା ସିନିୟର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ଆଇନ ଅନୁସାରେ ସେବାପୂଜାରୁ ନିଲମ୍ବିତ କରାଯାଇଛି ।…

ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ: ମୁଖ୍ୟମନ୍ତ୍ରୀ

ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଯାଉଛି । ଏ ନେଇ ମୁମ୍ବାଇ ନିବେଶକ…