ଖେଳ ତାଜା ଖବର ଦେଶ ଟେଷ୍ଟ କ୍ରିକେଟ୍ରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡ଼େଜା October 3, 2025 Papirani ଟେଷ୍ଟର ଦ୍ୱିତୀୟ ଦିନରେ ଜାଡେଜାଙ୍କ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିବା ଲିଷ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଲେ ଜାଡେଜା । ସେ ୬ଟି ଚୌକା ଏବଂ ୫ଟି ଛକା ମାରିଛନ୍ତି । ଟେଷ୍ଟରେ…
ଖେଳ ତାଜା ଖବର ଦେଶ ଏସିଆ କପ୍ର ମ୍ୟାଚ୍ ଫି’କୁ ଭାରତୀୟ ସେନା ଓ ପହଲଗାମ ଆକ୍ରମଣରେ ନିହତଙ୍କ ପରିବାରକୁ ଦାନ କଲେ ସୂର୍ଯ୍ୟକୁମାର ଯାଦବ September 29, 2025 Papirani ଏସିଆ କପ୍ର ମ୍ୟାଚ୍ ଫି’ ଭାରତୀୟ ସେନା ଓ ପହଲଗାମ୍ ଆତଙ୍କବାଦୀ ହମ୍ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି,…
ଖେଳ ତାଜା ଖବର ଦେଶ ଏସିଆ କପ୍ ୨୦୨୫; ବିନା ଟ୍ରଫିରେ ବିଜୟୀ ଉତ୍ସବ ପାଳନ କଲା ଭାରତ September 29, 2025 Papirani ସେପ୍ଟେମ୍ବର ୨୮ ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ୱତନ୍ତ୍ର ତାରିଖ ହୋଇଯାଇଛି । ଟିମ୍ ଇଣ୍ଡିଆ ରେକର୍ଡ ନବମ ଥର ପାଇଁ ଏସିଆ କପ୍ ୨୦୨୫ ଟାଇଟଲ ଜିତିଛି। ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ…
ଖେଳ ତାଜା ଖବର ରାଜ୍ୟ ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା September 28, 2025 Papirani ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ହେଲେ ପ୍ରଜ୍ଞାନ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ ପ୍ରଜ୍ଞାନ…
ଖେଳ ତାଜା ଖବର ୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ September 25, 2025 Papirani ୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ । ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା ବିସିସିଆଇ । ଭାରତୀୟ ଦଳ ଏସିଆ କପ୍ ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ସାତ ୱିକେଟ୍ରେ ଏବଂ ସୁପର-୪ ମ୍ୟାଚ୍ରେ ଛଅ…
ଖେଳ ତାଜା ଖବର ଦେଶ ପିସିବି ଆବେଦନକୁ ଖାରଜ କଲା ଆଇସିସି September 16, 2025 Papirani ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆବେଦନକୁ ଖାରଜ କଲା ଆଇସିସି । ନୋ ହ୍ୟାଣ୍ଡସେକ’ ବିବାଦକୁ ନେଇ ଆଇସିସିର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ । ମ୍ୟାଚ୍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଅନୁରୋଧକୁ ପ୍ରତ୍ୟାଖ୍ୟାନ । ଏସୀୟ କ୍ରିକେଟ କାଉନ୍ସିଲ୍ ଏହି…
ଖେଳ ତାଜା ଖବର ଦେଶ ଏସିଆ କପ-୨୦୨୫: ବୟକଟ ଦାବି ମଧ୍ୟରେ ଭାରତ ପାକ ମ୍ୟାଚ୍ September 14, 2025 Papirani ଏସିଆ କପ୍ରେ ଆଜି ବହୁ ପ୍ରତୀକ୍ଷିତ ମହାମୁକାବିଲା। ଏସିଆ କପ୍ ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ଦଳ। ଏହାରି ମଧ୍ୟରେ ପହଲଗାମ ଆକ୍ରମଣକୁ ନେଇ…
ଖେଳ ତାଜା ଖବର ଦେଶ ଏସିଆ କପ୍ ଚାମ୍ପିୟନ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ September 7, 2025 Papirani ଏସିଆ କପ୍ ଚାମ୍ପିୟନ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ । ଭାରତ ଚତୁର୍ଥ ଥର ପାଇଁ ହକି ଏସିଆ କପ୍ ଟାଇଟଲ୍ ଜିତିଛି । ଏସିଆ କପ୍ ହକି ୨୦୨୫ର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ପରାଜିତ କରିବା…
ଖେଳ ତାଜା ଖବର ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ September 2, 2025 Papirani ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ। ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଷ୍ଟାର୍କଙ୍କ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଓ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥିବା ଜଣାପଡିଛି । ୬୫ଟି ଟି ଟ୍ବେଣ୍ଟି ଖେଳି…
ଖେଳ ତାଜା ଖବର ଆଜିଠାରୁ ଆରମ୍ଭ ହେଲା ହକି ଏସିଆ କପ୍ August 29, 2025 Papirani ଆଜିଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ମ୍ୟାଚ୍ । ଏସିଆ ମହାଦେଶର ମୋଟ ୮ଟି ଦେଶର ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି…