Category: ଖେଳ

ବଢ଼ିଲା ଖେଳରତ୍ନ ବିବାଦ; ଟପ୍ କ୍ରୀଡାବିତ୍ କାହିଁକି କରିବେ ଆବେଦନ ?

ଡବଲ ଅଲିମ୍ପିକ୍ ମେଡ଼ାଲ ବିଜୟିନୀ ମନୁ ଭାକରଙ୍କ କୋଚ ତଥା ଦେଶର ଅନ୍ୟତମ ସଫଳ ସୁଟର ଯଶପାଲ ରାଣା ମଙ୍ଗଳବାର ଦିନ ଖେଳରତ୍ନ ପୁରସ୍କାରରୁ ମନୁ ବାଦ ପଡିବାକୁ ନେଇ କେନ୍ଦ୍ର କ୍ରୀଡ଼ା ବିଭାଗ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଜାତୀୟ…

ପ୍ରକାଶ ପାଇଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ; ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ ଭାରତ

ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃଆରୀ ୧୯ ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୯…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍‌

ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍‌ । ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ୍‌ ଆଜି ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା…

ବର୍ଷା ସାଜିଲା ବାଧକ; ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ମ୍ୟାଚ୍ ଡ୍ର’ 

ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ ହୋଇଛି। ଲଗାଣ ବର୍ଷା ସାଜିଲା ବାଧକ। ପଞ୍ଚମ ଦିନରେ ଖରାପ ଲାଇଟ୍ ଏବଂ ବର୍ଷା ଯୋଗୁ ମ୍ୟାଚକୁ ଅମ୍ପାୟାର ଡ୍ର’ ଘୋଷଣା…

ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍‌ର ଟିକେଟ

ଆସନ୍ତା ଡିସେମ୍ବର ୨୮ରୁ ଫେବ୍ରୁଆରି ୧ ଯାଏ ଚାଲିବ ପୁରୁଷ ଲିଗ୍‌।ରାଉରକେଲାରେ ଡିସେମ୍ବର ୨୮ରେ ଆରମ୍ଭ ହେବ।ମହିଳା ଲିଗ୍‌ ରାଞ୍ଚିରେ ଜାନୁଆରି ୧୨ରେ ଆରମ୍ଭ ହେବାକୁ ଯାଉଛି।ଜାନୁଆରି ୨୬ରେ ଖେଳାଯିବ ମହିଳା ଲିଗ୍‌ର ଫାଇନାଲ।ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍‌ର ସବୁ…

ହାଇବ୍ରିଡ଼ ମଡେଲରେ ଖେଳାଯିବ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୨୫ ଆଇସିସି ଚାମ୍ପିୟନ୍ସ ହାଇବ୍ରିଡ଼ ମଡେଲରେ ଖେଳାଯିବ। ହାଇବ୍ରିଡ଼ ମଡେଲକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ମଞ୍ଜୁରୀ ମିଳିଛି। ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ…

ଭାରତୀୟ ଚେସ ତାରକା ଗୁକେଶ ହେଲେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଡି ଗୁକେଶ । ଗୁକେଶ ଅନ୍ତିମ ମ୍ୟାଚରେ ବର୍ତ୍ତମାନର ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ…

କଳିଙ୍ଗ ଷ୍ଟାଡିୟମ୍‌ରେ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ଉଦଘାଟିତ

ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଇନା…

ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୬୫ କ୍ରୀଡ଼ାବିତ୍‌ଙ୍କୁ ପ୍ରଦାନ କରାଗଲା ୫୩ ଲକ୍ଷ ୭ହଜାର ୫୦୦ ଟଙ୍କା

ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।…

ପର୍ଥ ଟେଷ୍ଟ ଜିତିଲା ଭାରତ

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି । ଏହା ବାଦ୍ ପର୍ଥର ଅପଟସ ଷ୍ଟାଡିୟମରେ କଙ୍ଗାରୁ ଦଳ ପ୍ରଥମ ଥର ପରାଜୟର ସ୍ୱାଦ…