ଖେଳ ଦେଶ ନିଲମ୍ବନ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା August 13, 2024 Nirvay ବ୍ୟାଡମିଣ୍ଟନ ବିଶ୍ୱ ମହାସଂଘ (ବିଡବ୍ଲ୍ୟୁଏଫ୍) ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ କରିଥିବାରୁ ପାରା-ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରିଛି। ଫଳରେ ଭଗତ ଆଗାମୀ ପ୍ୟାରିସ୍ ପାରା ଅଲିମ୍ପିକ୍ କ୍ରୀଡ଼ାରୁ ବଞ୍ଚିତ ହେବେ। ନିଲମ୍ବିତ ହେବା ପରେ…
ଖେଳ ଦେଶ ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ August 13, 2024 Nirvay ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ ହୋଇଛନ୍ତି । ୧୮ ମାସ ପାଇଁ ପ୍ରମୋଦ ନିଲମ୍ବିତ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି । ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ…
ଖେଳ ବିଶ୍ୱ ସରିଲା ପ୍ୟାରିସ ଅଲିମ୍ପିକ୍ସ ୨୦୨୪; ୬ଟି ପଦକ ସହ ୭୧ତମ ସ୍ଥାନରେ ଭାରତ August 12, 2024 Nirvay ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରବିବାର ଶେଷ ହୋଇଛି । ୧୬ ଦିନ ଧରି ଚାଲିଥିବା ଖେଳ ମହାକୁମ୍ଭରେ ୨୦୬ ଦେଶ ୩୨ଟି ଖେଳରେ ମଇଦାନକୁ ଓହ୍ଲାଇଥିଲେ । ଆମେରିକା ୪୦ଟି ସ୍ୱର୍ଣ୍ଣ, ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ସହ…
ଖେଳ ରାଜ୍ୟ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ଓଡ଼ିଆ ସନ୍ତରଣକାରୀ ମନ୍ନତାଙ୍କୁ ସ୍ୱର୍ଣ୍ଣ ପଦକ August 12, 2024 Nirvay କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ଓଡ଼ିଆ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କ ଐତିହାସିକ ବିଜୟ। ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ସ୍ୱର୍ଣ୍ଣ ଓ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।…
ଖେଳ ଦେଶ ପି.ଆର ଶ୍ରୀଜେଶ ଜୁନିୟର ପୁରୁଷ ହକି ଟିମର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ August 11, 2024 Nirvay ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ଷ୍ଟାର ପ୍ଲେୟାର ପି.ଆର ଶ୍ରୀଜେଶ ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ଅବସର ନେଇଥିଲେ। ଏହା ମଧ୍ୟରେ ହକି ଇଣ୍ଡିଆ ଶ୍ରୀଜେଶଙ୍କ ଏକ ବଡ଼ ଦାୟିତ୍ୱ ଦେଇଛି। ଅବସରପ୍ରାପ୍ତ ଗୋଲକିପର…
ଖେଳ ତାଜା ଖବର ଦେଶ ବିଶ୍ୱ ବିନେଶ ଫୋଗାଟଙ୍କ ଅପିଲ ଉପରେ ନିଷ୍ପତ୍ତି ଅଗଷ୍ଟ ୧୩ରେ August 11, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂର ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି ଯୋଗୁଁ ଡିସ୍କ୍ୱାଲିଫାଏଡ୍ ହୋଇଥିଲେ। ଡିସ୍କ୍ୱାଲିଫାଏଡ୍ ହେବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ…
ଖେଳ ତାଜା ଖବର ଦେଶ ବିଶ୍ୱ ଭାରତ ଫେରିଲେ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ପୁରୁଷ ହକି ଟିମ୍ August 10, 2024 Papirani ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ପୁରୁଷ ହକି ଟିମ୍ ଆଜି ଭାରତ ଫେରିଛନ୍ତି। ଭାରତରେ ପହଞ୍ଚିବା ପରେ ହକି ଦଳର ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏମାନଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର ଲୋକ ବିମାନବନ୍ଦରରେ ପହଞ୍ଚିଥିଲେ। ଖେଳାଳିଙ୍କ…
ଖେଳ ତାଜା ଖବର ଦେଶ ବିଶ୍ୱ ବ୍ରୋଞ୍ଜ ପଦକ ଜିତିଲେ ଭାରତର କୁସ୍ତିଯୋଦ୍ଧା ଅମନ ସେରାଓ୍ଵତ August 9, 2024 Nirvay ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଜି ଭାରତର ୧୪ତମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬ଟି ପଦକ ଜିତିସାରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ସୁଟିଂ, ହକି ଏବଂ ଜାଲଭିନରେ ପଦକ ଜିତିଛି। ଏବେ ୧୪ତମ ଦିନରେ ଭାରତକୁ ମିଳିଛି…
ଖେଳ ତାଜା ଖବର ଦେଶ ବିଶ୍ୱ ରୌପ୍ୟ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଫୋନ୍ କରି ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ August 9, 2024 Papirani ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ରୌପ୍ୟ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂ । ଫୋନ୍ ମାଧ୍ୟମରେ…
ଖେଳ ତାଜା ଖବର ବିଶ୍ୱ ନୀରଜ ଚୋପ୍ରା ରୌପ୍ୟ ପଦକରେ ସନ୍ତୁଷ୍ଟ; ଇତିହାସ ରଚିଲେ ନଦୀମ August 9, 2024 Nirvay ଚଳିତ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜାଭେଲିନ ଥ୍ରୋରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଗତ କିଛି ମାସ ମଧ୍ୟରେ ଆଘାତ ଯୋଗୁଁ ବହୁ ଘାତ, ପ୍ରତିଘାତ ମଧ୍ୟରେ…