Category: ଖେଳ

ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା

ଲିଜେଣ୍ଡ କ୍ରିକେଟରଙ୍କୁ ନେଇ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଟିମ ଏଥିରେ ସାମିଲ ହୋଇଥିବା ବେଳେ, ଏହାର ନାଁ ରହିଛି କୋଣାର୍କ ସୂର୍ୟାଜ୍। ଏହା ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଯାହା…

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ପାରାଆଥଲେଟ ୬ ଦିନ ମଧ୍ୟରେ ଏଭଳି ସଫଳତା ହାସଲ କରିଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା। ବାସ୍ତବରେ ଭାରତ ପାରାଲିମ୍ପିକ ଗେମ୍ସରେ ସର୍ବାଧିକ ପଦକ ଜିତି ନୂଆ…

ପାରାଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତକୁ ୮ ପଦକ

ପ୍ୟାରିସ ପାରାଅଲିମ୍ପିକ୍ସରେ ଗୋଟିଏ ଦିନରେ ଭାରତକୁ ୮ ପଦକ ମିଳିଛି । ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ୨ଟି ସ୍ବର୍ଣ୍ଣ ସହ ଭାରତକୁ ୮ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନୀତେଶ କୁମାର ଓ ଜାଭେଲିନରେ ସୁମିତ ଅନ୍ତିଲଙ୍କୁ…

ପ୍ୟାରିସ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର

ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି…

ପ୍ୟାରିସ୍ ପାରା ଅଲମ୍ପିକ୍ସ: ସୁଟିଂରେ ଭାରତର ଅବନୀ ସ୍ୱର୍ଣ୍ଣ ଏବଂ ମୋନା ପାଇଲେ ବ୍ରୋଞ୍ଜ ପଦକ

ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମୋନା ଅଗ୍ରୱାଲ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ୟାରିସ ପାରା ଅଲମ୍ପିକ୍ ଗେମ୍ସରେ ଭାରତ ଦୁଇଟି ପଦକ…

ଜାତୀୟ କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଜାତୀୟ କ୍ରୀଡ଼ା ଦିବସରେ ପ୍ରଦାନ କରାଗଲା ରାଜ୍ୟର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ । ଏହି ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରିକେଟର୍ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କୁ…

କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଭାରତୀୟ କ୍ରିକେଟର ଶିଖର ଧାୱନ

ଶିଖର ଧାୱନଙ୍କ କ୍ରିକେଟ ଯାତ୍ରାର ପଡ଼ିଲା ପୂର୍ଣ୍ଣଚ୍ଛେଦ । ଭାରତୀୟ କ୍ରିକେଟର ଶିଖର ଧାୱନ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଖେଳିଛନ୍ତି ଧାୱନ । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସେ…

ଦେଶର ଗୌରବକୁ ଆହୁରି ଉଚ୍ଚକୁ ନେବା ପାଇଁ ଖେଳାଳୀଙ୍କୁ ନବୀନ ପଟ୍ଟନାୟକଙ୍କ ପରାମର୍ଶ

ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀ ଙ୍କ ନେତୃତ୍ୱ ରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ…

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍‌

ଓଡ଼ିଶା ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ । ବିଜୁ ପଟ୍ଟନାୟକ ଏୟାପୋର୍ଟରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅଲିମ୍ପିକ୍‌ସ ବିଜେତା ଭାରତୀୟ ହକି ଟିମ୍‌

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍‌। କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଟିମ୍‌କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଆସନ୍ତା କାଲି ଅପରାହ୍ନରେ ଭାରତୀୟ ପୁରୁଷ ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ…