ରାଜନୀତି ରାଜ୍ୟ Nuapada Bye-Election: ଜୟ ଢୋଲକିଆଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା November 4, 2025 Nirvay ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଜୟ ଓ ତାଙ୍କ ମାଆ ଆଣିଥିବା ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଥିଲେ । ଡ଼…
ରାଜନୀତି ରାଜ୍ୟ Amar Patnaik joins BJP: ଅମର ବିଜେପିରେ ମିଶିବା ଦୁଇ ଦଳର ଡିଲ୍: କଂଗ୍ରେସ November 4, 2025 Nirvay ନୂଆପଡା ଖୁଣ୍ଟିଆ ଭବନଠାରେ ପିସିସି ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ ଅମର ପଟ୍ଟନାୟକ ବିଜେପିକୁ ଯିବା ଦୁଇ ଦଳର ଡିଲ୍ ବୋଲି କହିଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ ନୂଆପଡ଼ାବାସୀ: ପ୍ରଭାତୀ ପରିଡ଼ା November 4, 2025 Papirani ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନବୀନଙ୍କ ପ୍ରାର୍ଥୀ ଚୋରି ଅଭିଯୋଗର କାଉଣ୍ଟର୍ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ୱାସଘାତକତା କ’ଣ ଏବେ ବୋଧେ…
ତାଜା ଖବର ରାଜନୀତି ରାଜ୍ୟ Jay Dholakia Statement: ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ: ଜୟ ଢୋଲକିଆ November 4, 2025 Papirani ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡ଼ି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ…
ତାଜା ଖବର ରାଜନୀତି ରାଜ୍ୟ Bihar Elections: ବିହାର ନିର୍ବାଚନ: ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର November 4, 2025 Papirani ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୬ ତାରିଖରେ ହେବ ଭୋଟ । ୧୪ରେଗଣତି । ପ୍ରଥମ ପର୍ଯ୍ୟାୟରେ ୨୪୩ ଆସନରୁ…
ତାଜା ଖବର ରାଜନୀତି ରାଜ୍ୟ BJD PressMeet: ଅମରଙ୍କ ବିଜେପିରେ ମିଶିବା ପ୍ରଭାବ ଶୂନ୍ୟ: ବିଜେଡି November 3, 2025 Papirani ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ବିଜେପିରେ ଯୋଗଦାନର କୌଣସି ପ୍ରଭାବ ପଡିବ ନାହିଁ ଓ ସୁବିଧାବାଦ ରାଜନୀତିର ଆଉ ଏକ ଉଦାହରଣ ସୃଷ୍ଟି କଲେ ବୋଲି ଆଜି ବିଜେଡି କହିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଲଖନାରେ ଐତିହାସିକ ଜନସମାବେଶ; ସିଦ୍ଧାନ୍ତ ମହାପାତ୍ରଙ୍କ ମନ୍ତ୍ରମୁଗ୍ଧ ଅଭିନୟରେ ଝୁମିଲା ଅଞ୍ଚଳ November 3, 2025 Papirani ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷିତରେ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରଚାର ଅଭିଯାନ ଅନ୍ତର୍ଗତ ଆଜି କମାନା ବ୍ଲକ୍ର ଅଧୀନସ୍ଥ ଲଖନା ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବିଶାଳ ଓ ଐତିହାସିକ ଜନସମାବେଶ ଆୟୋଜିତ ହେଲା। ଅଞ୍ଚଳବାସୀଙ୍କ ଅପାର ଉତ୍ସାହ…
ତାଜା ଖବର ରାଜନୀତି ରାଜ୍ୟ Shreemayee Mishra: ଶକ୍ତି ନାନୀ କହି ସୁଜାତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର November 3, 2025 Papirani ବିଜେଡିକୁ ପୁଣି ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ନାଁ ନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ସୁଜାତା ଏବେ ରାଜ୍ୟ ସଭା ପାଇଁ ପ୍ରସ୍ତୁତ ହେଉଥିବା ସାମାଜିକ ଗଣମାଧ୍ୟମରେ ଲେଖିବା ସହ ଟାଇଟାନିକୁ…
ତାଜା ଖବର ରାଜନୀତି ରାଜ୍ୟ Nuapada Bye-Election: ନୂଆପଡା କୋମନାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କଲେ ନବୀନ ପଟ୍ଟନାୟକ November 3, 2025 Papirani ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଂଚିଛନ୍ତି । କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ…
ତାଜା ଖବର ରାଜନୀତି ରାଜ୍ୟ Amar Patnaik Join BJP: ବିଜେଡିକୁ ଶକ୍ତ ଧକ୍କା; ବିଜେପିରେ ମିଶିଲେ ଅମର ପଟ୍ଟନାୟକ November 3, 2025 Papirani ଆଜି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ…