ରାଜନୀତି ରାଜ୍ୟ ସତ୍ୟବାଦୀରେ ଉମା, ସଞ୍ଜୟ କଳି; ଶଙ୍ଖ ଭବନରୁ ଆସିଲା ଡାକରା February 28, 2024 Nirvay ଭୁବନେଶ୍ୱର : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି । ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମାସାମନ୍ତ ରାୟଙ୍କ କଡା ଟିପ୍ପଣୀ । କିଏ କଣ କହିଲା ସେଥିରେ ଯାଏଆସେ ନାହିଁ କହିଲେ ବିଧାୟକ ଉମାସାମନ୍ତ ରାୟ…
ରାଜନୀତି ରାଜ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା; ଅଡୁଆରେ ବିଧାୟକ ସମୀର ଦାଶ February 27, 2024 Nirvay ପୂର୍ବତନ ଓଡ଼ିଶା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ବିଧାୟକ ସମୀର ରଂଜନ ଦାଶଙ୍କ ପାଇଁ ବହୁ ଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟରେ ପିଏଲ ଦାଖଲ ହେବା ପରେ ଅଡ଼ୁଆ ବଢ଼ିଛି।ଧର୍ମେନ୍ଦ୍ର ସାହୁଙ୍କ ବନ୍ଧୁ ଅକ୍ଷୟ…
ରାଜନୀତି ରାଜ୍ୟ ନୂଆ ଏନ୍ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ : ପିତାମ୍ବର ଆଚାର୍ଯ୍ୟ February 26, 2024 Nirvay ଭୁବନେଶ୍ୱର: ଗତ ଦୁଇ, ତିନି ଦିନ ପୂର୍ବରୁ ଓ ଗତକାଲି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନ୍ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ । ନୂଆ ଏନ୍ଏସି ଘୋଷଣା କରିବାପାଇଁ…
ରାଜନୀତି ରାଜ୍ୟ ବିଜେଡିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର February 26, 2024 Nirvay ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ବିକାଶମୂଳକ କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ୨୦୦୦ ମସିହାରେ ଯେଉଁ ଆସ୍ଥା ଓ ବିଶ୍ୱାସ ଥିଲା ତାହା ଏବେ ଆହୁରି ବଢି…
ରାଜନୀତି ରାଜ୍ୟ ଜାଣନ୍ତୁ ବିଜେପିର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କିଏ February 26, 2024 Nirvay ଭୁବନେଶ୍ଵର: ଏହି ସପ୍ତାହରେ ଆଗୁଆ ୧୦୦ ଲୋକସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏହି ତାଲିକାରେ ଓଡ଼ିଶାର ୫ଟି ପ୍ରମୁଖ ବା ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ରୁ ବିଜେପିର ପ୍ରାର୍ଥୀ ଘୋଷଣା…
ରାଜନୀତି ରାଜ୍ୟ ବିଜେପିରେ ସାମିଲ୍ ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ February 26, 2024 Nirvay ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ। କହିଲେ, ତାମିଲ୍ ଶାସନରେ ବିଜେଡି ଚାଲିଛି। ଦଳରେ ଗୋଟିଏ କୋଟେରି କାମ କରୁଛି। ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ବିଜେଡି ଅନୁଭବ କରି…
ରାଜନୀତି ରାଜ୍ୟ ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ: ମନମୋହନ ସାମଲ February 25, 2024 Nirvay ଭୁବନେଶ୍ୱର: ”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଟ ସମୟ ଆସିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ…
ରାଜନୀତି ରାଜ୍ୟ ପଦ୍ମ ଧରିଲେ ଦେବାଶିଷ ନାୟକ ଓ ନିହାର ମହାନନ୍ଦ February 25, 2024 Nirvay ବିଜେଡି ଛାଡ଼ିଲେ ବରିର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି । ବିଜେଡି ଛାଡ଼ିଲା ପରେ ଆଜି ପଦ୍ମ ଧରିଛନ୍ତି ସେ। ସେହିପରି ପୂର୍ବତନ ଅତାବିରା…
ରାଜନୀତି ରାଜ୍ୟ ଓଡ଼ିଶାରେ ବିଜେପି ଏକା ଲଢ଼ିବ; ୮୦ ସିଟ୍ ଜିତିବ: ତୋମର February 24, 2024 Nirvay ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଆଜି ଏମିତି କିଛି କହି ଚର୍ଚ୍ଚାରେ ଆସିଛନ୍ତି ଏହି ନେତା। ବିଜେପିର ଓଡ଼ିଶା ସହ ପ୍ରଭାରୀ ବିଜୟପାଲ୍ ସିଂ ତୋମାର କହିଛନ୍ତି ଯେ ମାହୋଲ ବିଜେପି ସପକ୍ଷରେ ଅଛି, ଆମେ ଏକାକୀ ଲଢ଼ିବୁ ଏବଂ ଓଡ଼ିଶାରେ…
ରାଜନୀତି ରାଜ୍ୟ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ପଛରେ ବିଜେଡିର ଷଡ଼ଯନ୍ତ୍ର : ଅଭିଳାଷ ପଣ୍ଡା February 24, 2024 Nirvay ଭୁବନେଶ୍ୱର: ଓଡିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜ୍ୟ ସରକାର ଆଦୌ ସମ୍ବେଦନଶୀଳ ନୁହଁନ୍ତି । ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳତା କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତିତ ଏବଂ ପିଲାମାନଙ୍କ ଭବିଷ୍ୟତକୁ ନେଇ ଅନ୍ଧକାରରେ ଅଛନ୍ତି । ଏହି କାରଣରୁ ଡ୍ରପ୍ଆଉଟ୍ ବୃଦ୍ଧି…