Category: ରାଜନୀତି

ମୁମ୍ଵାଇରେ ଟୋଲ୍ ଫି ଛାଡ କଲେ ମହାରାଷ୍ଟ୍ର ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ମୁମ୍ଵାଇକୁ ଏଣ୍ଟ୍ରି କଲେ ଦେବାକୁ ପଡ଼ିବ ନାହିଁ ଟୋଲ୍ ଫି। ମୁମ୍ଵାଇକୁ ପ୍ରବେଶ କରୁଥିବା କରିବାକୁ ଥିବା ୫ଟି ଟୋଲ୍‌ ଗେଟ୍‌ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ଆନନ୍ଦନଗରରେ…

୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ; ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନେବେ ପରବର୍ତ୍ତୀ ନିଷ୍ପତ୍ତି: ପୃଥ୍ବୀରାଜ

ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ରିପୋର୍ଟକୁ ନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଆଉ ଦୁଇ କି ଚାରି ଦିନରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ। ଚଟାଣ ତଳେ କିମ୍ବା କାନ୍ଥରେ…

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ କୁଡୁଆ

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ। ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି…

ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ। ପେଟ ଓ ଛାତିରେ ବାଜିଲା ୨ରୁ ୩…

ବଢୁଛି ମୋହନଙ୍କ ପରିବାର; ଭାଙ୍ଗୁଛି ନବୀନ ଗଡ଼

ମୋହନ ସରକାରଙ୍କ ପରିବାର ବଢୁଥିବା ବେଳେ ଦିନକୁ ଦିନ ନବୀନ ଗଡ଼ ଭାଙ୍ଗିବାରେ ଲାଗିଛି। ଲୋକେ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଉଥିବା ବେଳେ ମୋହନ ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ରଖି ବିଜେପି ମୁହାଁ ହେଉଛନ୍ତି। ବିଜେଡି ଶିବିର ଫାଙ୍କା…

ବିଜେପି ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ

ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇପାରିଛି ବିଜେପି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳରେ। ଜମ୍ମୁ ଡିଭିଜନରେ ବିଜେପିର ଚମତ୍କାର ପ୍ରଦର୍ଶନ ଯୋଗୁଁ ଦଳ ହିନ୍ଦୁ ଅଧ୍ୟୁଷିତ ଅଞ୍ଚଳରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି।…

ପ୍ରକାଶ ବେହେରା ଦଳ ଛାଡ଼ିବା ପ୍ରସଙ୍ଗ: ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି କହିଲେ ସମ୍ବିତ

ଗତକାଲି ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସେହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସମ୍ବିତ ରାଉତରାୟ କହିଛନ୍ତି ପ୍ରକାଶ ବେହେରା କେବେ ବିଜେଡିରେ ନଥିଲେ । ସେ କଂଗ୍ରେସରୁ ବିଜେପି ଓ ସେଠାରୁ ବିଜେଡିକୁ ଆସିଥିଲେ । ତାଙ୍କୁ ଦଳ…

ରାଜଧାନୀର ବିଭିନ୍ନ ଦୁର୍ଗା ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପବିତ୍ର ମହାଷ୍ଟମୀ । ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ଆଜି ଏହି ପବିତ୍ର ଦୁର୍ଗାଷ୍ଟମୀରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ…

ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଆଜି ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କର ଅଷ୍ଟମୀ ପୂଜା । ଆଜି ମହାମାୟାଙ୍କ ମହାଷ୍ଟମୀ ଅବସରରେ ଭୁବନେଶ୍ୱରର ପୂଜା ମଣ୍ଡପ ବୁଲୁଛନ୍ତି ବିଜେଡ ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ରାଜଧାନୀ । ମଣ୍ଡପ ବୁଲିବା ପାଇଁ ନବୀନଙ୍କୁ ବିଭିନ୍ନ ପୂଜା…

ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଦେହାନ୍ତ

ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ। ଗୁରୁବାର ରାତି ପ୍ରାୟ ୯ଟା ବେଳେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଏକାଧିକ ବ୍ରେନ ହାମରେଜ ସହ ବିଭିନ୍ନ ଜାଗାରେ ରକ୍ତ…