ରାଜନୀତି ରାଜ୍ୟ Bandh in Bamanghati: ଆଦିବାସୀ ନାବାଳିକା ଅସଦାଚରଣ ଘଟଣାରେ ଧର୍ମଘଟକୁ ବିଜେଡିର ଦୃଢ଼ ସମର୍ଥନ March 20, 2026 Nirvay ମୟୂରଭଞ୍ଜ ଜିଲ୍ଲାର ବହାଳଦା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣାକୁ ବିରୋଧ କରି ମୟୁରଭଞ୍ଜର ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ବାମନଘାଟି ଉପଖଣ୍ଡରେ ଡକାଯାଇଥିବା ଧର୍ମଘଟ ସଫଳ ହୋଇଛି ବୋଲି ବିଜେଡି କହିଛି । ଏହି ଅସଦାଚରଣ…
ରାଜନୀତି ରାଜ୍ୟ BJD Suspends BCJD, BYJD Leaders: ୧୦ ଛାତ୍ର ଓ ଯୁବ ନେତା ବିଜେଡିରୁ ନିଲମ୍ବିତ March 20, 2026 Nirvay ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ୧୦ ଜଣ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି । ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Cross Voting Row: କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ March 20, 2026 Nirvay ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ଦଳ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି ୬ ବିଜେଡି ବିଧାୟକ । ସୋ କଜ୍ ଜାରି ସ୍ବେଚ୍ଛାଚାରୀ ତଥା ବେଆଇନ ବୋଲି କହିଛନ୍ତି ବିଧାୟକ । ବିଧାୟକମାନେ ଅଭିଯୋଗ କରିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ Roadshow by Dilip Ray: ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରୋଡ଼ ଶୋ March 20, 2026 Papirani ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରୋଡ଼ ଶୋ’। ରାଜ୍ୟସଭା ନିର୍ବାଚନ ଜିତିବା ପରେ ରାଉରକେଲା ଆସିଛନ୍ତି ଦିଲ୍ଲୀପ। ପାନପୋଷ ଛକରୁ ବିର୍ସାମୁଣ୍ଡା ଛକ ଯାଏଁ ରାଲି କରିଛନ୍ତି ଦିଲ୍ଲୀପ ରାୟ। ଏହି ବିଶାଳ ରୋଡ଼…
ତାଜା ଖବର ଦେଶ ରାଜନୀତି West Bengal Assembly Elections: ପଶ୍ଚିମବଙ୍ଗ ପାଇଁ ବିଜେପିର ୧୧୧ ଜଣିଆ ତାଲିକା ପ୍ରକାଶ March 19, 2026 Nirvay ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ପଶ୍ଚିମବଙ୍ଗରେ ଭୋଟଗ୍ରହଣ ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ…
ତାଜା ଖବର ରାଜନୀତି ରାଜ୍ୟ Cross Voting Row: କ୍ରସ୍ ଭୋଟିଂ ଅଭିଯୋଗ ମାମଲା; ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି: ସୁବାସିନୀ March 19, 2026 Papirani ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିଛି । କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ବାଲେଶ୍ୱର ବସ୍ତା ବିଜେଡି ବିଧାୟିକା ସୁବାସିନୀ ଜେନା । ସେ କହିଛନ୍ତି ମୁଁ ଆମ ଦଳର ସୁପ୍ରିମୋ ନବୀନ…
ତାଜା ଖବର ଦେଶ ରାଜନୀତି Assam Polls 2026: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି March 19, 2026 Papirani ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟି(ବିଜେପି) ଆଗାମୀ ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୮୮ ଜଣ ପ୍ରାର୍ଥୀଙ୍କ…
ତାଜା ଖବର ରାଜନୀତି ରାଜ୍ୟ Cross Voting in Rajya Sabha Election: ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ March 18, 2026 Nirvay ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥି ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟ ଦେଇଥିଲେ । ଯାହା ଦଳୀୟ ଶୃଙ୍ଖଳାର ଘୋର…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ତିନି ମାସ ପର୍ଯ୍ୟନ୍ତ ରାଜ୍ୟସଭା ଲଢ଼ିବା ନେଇ ହୋଇଥିଲା ପ୍ଲାନ୍: ଦିଲ୍ଲୀପ ରାୟ March 18, 2026 Papirani ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ବିପୁଳ କ୍ରସ୍ ଭୋଟିଂ ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ସେ କହିଛନ୍ତି ତିନି ମାସ ପର୍ଯ୍ୟନ୍ତ ରାଜ୍ୟସଭା ଲଢ଼ିବା ନେଇ ପ୍ଲାନ୍ ଆଉ ୭-୮ ଜଣ ବିଧାୟକ ଓ…
ତାଜା ଖବର ରାଜନୀତି ରାଜ୍ୟ Devi Ranjan Tripathy Slams Naveen Patnaik: ଏବେ ବି ପାଣ୍ଡିଆନଙ୍କ କବ୍ଜାରେ ରହିଛି ବିଜେଡି: ଦେବୀ ରଂଜନ ତ୍ରିପାଠୀ March 18, 2026 Papirani ଆଜି ବର୍ଷିଛନ୍ତି ବିଜେଡି ନେତା ଦେବୀ ରଞ୍ଜନ ତ୍ରିପାଠୀ। ଏବେ ବି ପାଣ୍ଡିଆନଙ୍କ କବ୍ଜାରେ ବିଜେଡି କହି ବର୍ଷିଲେ ଦେବୀ ରଞ୍ଜନ ତ୍ରିପାଠୀ । ଏହା ସହ ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ପଚାରିଛନ୍ତି। ଏଥି ସହିତ…