ତାଜା ଖବର ଦେଶ ରାଜ୍ୟ Saraswati Puja: ଆଜି ପବିତ୍ର ଶ୍ରୀ ପଞ୍ଚମୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 23, 2026 Papirani ଆଜି ପବିତ୍ର ଶ୍ରୀ ପଞ୍ଚମୀ। ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ । ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜା ହୋଇଥାଏ। ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଭକ୍ତିପୂତ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।…
ଦେଶ Jharkhand Encounter: ଝାଡ଼ଖଣ୍ଡରେ ଏନକାଉଣ୍ଟର; ୧୫ ମାଓବାଦୀ ନିପାତ January 22, 2026 Nirvay ମାଓ ଦମନ ନେଇ ବଡ଼ ଅଭିଯାନ । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଆଜି ସୁରକ୍ଷାବାହିନୀଙ୍କ ଦ୍ୱାରା ୧୫ ଜଣ ନକ୍ସଲ ନିହତ ହୋଇଛନ୍ତି । ନିପାତ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ…
ତାଜା ଖବର ଦେଶ Army Vehicle Plunges Into 200 Feet Gorge: ୨୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ସହିଦ January 22, 2026 Papirani ଜାମ୍ମୁ କଶ୍ମୀରରୁ ଏକ ଦୁଃଖଦ ଖବର ଆସିଛି । ଦୁର୍ଘଟଣାରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁବାର ଡୋଡା ଜିଲ୍ଲାରେ ଏକ ୨୦୦ ଫୁଟ୍ ଘାଇକୁ ସେନାର ଗାଡ଼ି ଖସିପଡ଼ିବା ଫଳରେ ୧୦ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…
ତାଜା ଖବର ଦେଶ ରାଜ୍ୟ President Droupadi Murmu To Visit Odisha: ୫ ଦିନିଆ ଓଡ଼ିଶା ଆସିବେ ରାଷ୍ଟ୍ରପତି January 22, 2026 Papirani ଫେବ୍ରୁଆରି ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏହି ସମୟରେ ସେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସରକାରୀ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ।…
ଦେଶ Atal Pension Yojana Extended: ୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି January 21, 2026 Nirvay କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଅବଧି ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସୋମବାର ଦିନ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି…
ଦେଶ ବିଶ୍ୱ Sunita Williams Retires From NASA: ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ January 21, 2026 Nirvay ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରେ ୨୭ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି । ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ । ତିନୋଟି ମିଶନରେ ୬୦୮ ଦିନର ମହାକାଶ ଯାତ୍ରା ଏବଂ ଅଗଣିତ ରେକର୍ଡ…
ତାଜା ଖବର ଦେଶ ରାଜ୍ୟ Vice President to Visit Odisha: ଜାନୁଆରୀ ୨୩ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି January 21, 2026 Papirani ଜାନୁଆରୀ ୨୩ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି । ସିପି ରାଧାକ୍ରିଷ୍ଣନ୍ । ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି । ଉପରାଷ୍ଟ୍ରପତି ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ନେତାଜୀ ଜୟନ୍ତୀରେ ନେତାଜୀଙ୍କ ଜନ୍ମସ୍ଥାନ…
ଦେଶ ରାଜ୍ୟ Tamil Nadu Literary Awards: ଓଡ଼ିଆ ସମେତ ୭ ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା କଲେ ଷ୍ଟାଲିନ January 20, 2026 Nirvay ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସାତଟି ଭାରତୀୟ ଭାଷାରେ ଉତ୍କୃଷ୍ଟ କୃତିକୁ ସମ୍ମାନିତ କରିବା ପାଇଁ ବାର୍ଷିକ ଜାତୀୟ ସ୍ତରୀୟ ସାହିତ୍ୟ ପୁରସ୍କାର “ସେମ୍ମୋଝି ସାହିତ୍ୟିକ ପୁରସ୍କାର” ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଚେନ୍ନାଇ ଆନ୍ତର୍ଜାତୀୟ ପୁସ୍ତକ…
ତାଜା ଖବର ଦେଶ ରାଜନୀତି BJP National President: ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ January 20, 2026 Papirani ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ । ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାଁ ଘୋଷଣା ସହିତ ଦାୟିତ୍ବ ଗ୍ରହଣ କରିଛନ୍ତି। ନିତିନ ନବୀନ ଅଧ୍ୟକ୍ଷ…
ତାଜା ଖବର ଦେଶ Anti-Maoist Operation: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର; ୬ ମାଓବାଦୀ ନିପାତ January 19, 2026 Papirani ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀଙ୍କ ବଡ଼ ସଫଳତା । ପୁଲିସ୍ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି। ମୃତ ନକ୍ସଲଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ…