ତାଜା ଖବର ଦେଶ ଜମ୍ମୁକଶ୍ମୀରରେ ବଡ଼ଧରଣର ଏନକାଉଣ୍ଟର; ୫ ଆତଙ୍କବାଦୀ ମୃତ, ଦୁଇ ଯବାନ ଆହତ December 19, 2024 Papirani ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଗୁରୁବାର ସକାଳେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ; ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସଂସଦରେ ହଙ୍ଗାମା: ଧକ୍କା ରେ ପ୍ରତାପ ଷଡ଼ଙ୍ଗୀ ଆହତ; ରାହୁଳ ଗାନ୍ଧୀଙ୍କ ଉପରେ ଆରୋପ December 19, 2024 Papirani ଆଜି ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ଦେଖା ଦେଇଛି ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଠେଲା ପେଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି ।…
ଦେଶ ସ୍ବପ୍ନରେ ବି ଆମ୍ବେଦକରଙ୍କୁ ଅପମାନିତ କରିପାରିବିନି: ଅମିତ ଶାହା December 19, 2024 Papirani ରାଜ୍ୟସଭାରେ ଡ. ଆସେବକରଙ୍କ ବାବଦରେ ନିଜ ଟିପ୍ପଣୀକୁ ନେଇ ବିବାଦ ପରେ ଗୃହ ମନ୍ତ୍ରୀ ଅମିତ ଶାହା । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେବା ସହ କଂଗ୍ରେସକୁ ପୁଣିଥରେ ଜୋରଦାର ଘେରିଛନ୍ତି । “ସଂସଦରେ କଥା ତଥ୍ୟ…
ଦେଶ ରାଜ୍ୟ ଜେପିସିରେ ସମ୍ବିତ, ଭର୍ତ୍ତୃହରି December 19, 2024 Papirani ଏକ ଦେଶ-ଏକ ନିର୍ବାଚନ ବିଧେୟକ ଲୋକସଭାରେ ପାରିତ ପରେ ସରକାର ଏହାକୁ ଜେପିସି ( ଯୁଗ୍ମ ସଂସଦୀୟ କମିଟି)କୁ ପଠାଇଛନ୍ତି। ଏହି କମିଟି ବିଲ୍ – ଉପରେ ଆଲୋଚନା ସହ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଜେପିସିରେ ଥିବା ସଦସ୍ୟ ଏବଂ…
ଦେଶ ମହାରାଷ୍ଟ୍ରର ବୋଟ ଦୁର୍ଘଟଣାରେ ୧୩ ମୃତ, ୧୦୧ ଉଦ୍ଧାର December 18, 2024 Bijaya Laxmi Dash ଆଜି ଅପରାହ୍ନ ୩ଟା ୫୫ ମିନିଟ ସମୟରେ ମୁମ୍ବାଇର ବୁଚର ଦ୍ବୀପରେ ନୌସେନା ବୋଟ ଏବଂ ନିଲକମଲ ନାମକ ଏକ ଘରୋଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ…
ଦେଶ ରାଜନୀତି କଂଗ୍ରେସ ସର୍ବଦା ସମ୍ବିଧାନ ବିରୋଧୀ କାମ କରିଆସିଛି:ଅମିତ ଶାହ December 18, 2024 Bijaya Laxmi Dash ଲୋକସଭାରେ ସମ୍ବିଧାନକୁ ନେଇ ଚାଲିଥିବା ବିତର୍କ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟକୁ ନେଇ କଂଗ୍ରେସ ତୁମ୍ବି ତୋଫାନ କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି, ଗୌରବ ଯାତ୍ରାର…
ତାଜା ଖବର ଦେଶ ମହାକୁମ୍ଭ ମେଳା ଅବସରରେ ମାଗଣା ଯାତ୍ରା ଘଟଣା; ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର: ରେଳବାଇ December 18, 2024 Papirani ଖୁବଶୀଘ୍ର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ବ ମେଳା । ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ଯମ ଦ୍ବାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି । ଏପ୍ରକାର ଖବର…
ଖେଳ ତାଜା ଖବର ଦେଶ ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍ର ଟିକେଟ December 17, 2024 Bijaya Laxmi Dash ଆସନ୍ତା ଡିସେମ୍ବର ୨୮ରୁ ଫେବ୍ରୁଆରି ୧ ଯାଏ ଚାଲିବ ପୁରୁଷ ଲିଗ୍।ରାଉରକେଲାରେ ଡିସେମ୍ବର ୨୮ରେ ଆରମ୍ଭ ହେବ।ମହିଳା ଲିଗ୍ ରାଞ୍ଚିରେ ଜାନୁଆରି ୧୨ରେ ଆରମ୍ଭ ହେବାକୁ ଯାଉଛି।ଜାନୁଆରି ୨୬ରେ ଖେଳାଯିବ ମହିଳା ଲିଗ୍ର ଫାଇନାଲ।ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍ର ସବୁ…
ତାଜା ଖବର ଦେଶ ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀ December 17, 2024 Bijaya Laxmi Dash କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ବାଂଲାଦେଶୀ ବ୍ୟାଗ୍ ଧରିଥିବାର ନଜର ଆସିଛନ୍ତି। ‘‘ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ଛିଡା ହୋଇଛୁ’’ ଲେଖା ଥିବା ବ୍ୟାଗ ଧରି ସଂସଦ ଗୃହକୁ ପ୍ରବେଶ କରିଥିଲେ ପ୍ରିୟଙ୍କା…
ତାଜା ଖବର ଦେଶ ରାଜନୀତି ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍ December 17, 2024 Papirani ଆଜି ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ୱାନ୍ ନେସନ୍…